Month: March 2025

ଆଜି କମ୍ପିବ ବିଧାନସଭା : ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ

ଭୂବନେଶ୍ୱର, ୧୭/୦୩ : ଆଜି କମ୍ପିବ ବିଧାନସଭା । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଗର୍ଜିବେ ବିରୋଧୀ । ହୋଲି ଦିନରେ ସାରା ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି । ହୋଲି ଦିନ ରାଜଧାନୀରେ…

୩ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା, ଉଦ୍‌ଘାଟନ କରିବେ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା

ଭୂବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏ ସମ୍ପର୍କରେ ବୁର୍ଲାରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ…

ଗୋଷ୍ଠୀ ସଂଘର୍ଷ: ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ, ୯ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣାପଟଣା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ପାଲାପୁଟ ଗାଁର…

ଅଟଳ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

( ଅଟଳ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ )ଜଗତସିଂହପୁର ତା =16/3/25ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟ ରେ କିଛି ସ୍ମୁତି, ଅନୁଭୂତି, ସ୍ନେହ, ପ୍ରେମ, ଭାତୃତ୍ୱ, ସଦଭାବନା କୁ ଉଦ୍ଜୀବିତ…

ନାମ ଜଜ୍ଞପାଇଁ ଶୁଭଖମ୍ବ ସ୍ଥାପନ ଓ ଅଙ୍କୁରରୋପଣ କାର୍ଯକ୍ରମ

ନାମ ଜଜ୍ଞପାଇଁ ଶୁଭଖମ୍ବ ସ୍ଥାପନ ଓ ଅଙ୍କୁରରୋପଣ କାର୍ଯକ୍ରମ କଳାହାଣ୍ଡି … ଜୁନାଗଡ ବ୍ଲକ ଅନ୍ତର୍ଗତ, ମହିଭର ଗ୍ରାମରେ ଆଜି, ଚବିଶ ପ୍ରହର ନାମଜଜ୍ଞ ପାଇଁ ସୁଭଖମ୍ବ ସ୍ଥାପନ ଓ ଅଙ୍କୁର ରୋପଣ କାର୍ଯକ୍ରମ ପାଇଁ ଜଜ୍ଞକତ୍ତା ଶ୍ରୀ ଜିତେନ୍ଦ୍ର ପାତ୍ର…

ସ୍ୱାଭିମାନ ସେବା ସଂଘର ନିଆରା ଢଙ୍ଗରେ ପାଳନ କରିଛନ୍ତି ହୋଲି

ସ୍ୱାଭିମାନ ସେବା ସଂଘର ନିଆରା ଢଙ୍ଗରେ ପାଳନ କରିଛନ୍ତି ହୋଲି।ଅନୁଗୋଳ ଜିଲ୍ଲା ସ୍ୱାଭିମାନ ସେବା ସଂଘ ତରଫରୁ ଆଶ୍ରମରେ ପବିତ୍ର ହୋଲି ପର୍ବ ପାଳନ କରାଯାଇଛି।ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱାଭିମାନ ସେବା ସଂଘ ପକ୍ଷରୁ ପବିତ୍ର ରଙ୍ଗ ର ପର୍ବ…

ହୁତୁହୁତୁ ହୋଇ ଜଳିଗଲା ଛିଡାହେଇଥିବା କାର୍

ବଡ଼ବିଲ ଥାନା ଅନ୍ତର୍ଗତ ରେ ହୁତୁହୁତୁ ହୋଇ ଜଳିଗଲା ଛିଡ଼ା ହୋଇଥିବା କାର୍।ହୁତୁହୁତୁ ହୋଇ ଜଳିଗଲା ଛିଡାହେଇଥିବା କାର lକେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ମହାନ୍ତବସ୍ତି ତଳ ସାହିରେ ଆଜି ଏକ ଛିଡା ହେଇଥିବା ଗାଡିରେ…

ହୋଲିରେ ବିଜେପି ନେତାଙ୍କୁ ଗୁଳିମାଡ଼

ଚଣ୍ଡିଗଡ଼: ଗୋଟେ ପଟେ ରଙ୍ଗର ପର୍ବକୁ ଲୋକେ ବେଶ ଧୁମଧାମରେ ପାଳନ କରୁଥିବା ବେଳେ, ଅନ୍ୟ ପଟେ ବିଜେପି ନେତାଙ୍କ ଉପରେ ହୋଇଛି ଗୁଳି ବର୍ଷା। ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ…

ଆସନ୍ତା ୩୦ରେ ପ୍ରଧାନମନ୍ତ୍ରୀଙ୍କ ୧୨୦ତମ “ମନ୍ କି ବାତ୍’ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ରବିବାର ଦିନ ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ । ଏହା ହେବ ତାଙ୍କର ମାସିକ ରେଡିଓ ମନ୍‍ କି ବାତ୍‍ କାର୍ଯ୍ୟକ୍ରମର ୧୨୦ତମ ସଂସ୍କରଣ…

ଓଡ଼ିଶାର ମାଲୁଦରୁ ଯାତ୍ରାରମ୍ଭ କରି ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାର୍ଚ୍ଚ ୧୪, ୨୦୨୫ରେ ମାଲୁଦରେ ପହଞ୍ଚିଥିଲା । ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଥିରେ ସେମାନେ ସାମାଜିକ…