Month: March 2025

୧୯ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ନିକଟରେ ୧୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏଥିମଧ୍ୟରୁ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏସଏସପି ଜିତେନ୍ଦ୍ର କୁମାର…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ ,ତା.୧୭.୦୩:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ…

ଭୋଟର ତାଲିକା ସଂଶୋଧନ ନିମନ୍ତେ ନିଯୁକ୍ତ ହେବେ ବୁଥ ସ୍ତରୀୟ ଏଜେଣ୍ଟ

ଭୋଟର ତାଲିକା ସଂଶୋଧନ ନିମନ୍ତେ ନିଯୁକ୍ତ ହେବେ ବୁଥ ସ୍ତରୀୟ ଏଜେଣ୍ଟ ଢେଙ୍କାନାଳ, ତା. ୧୭.୦୩.୨୦୨୫- ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲିକାରୁ…

ଦୀର୍ଘ ଦେଢବର୍ଷ ପରେ ଉଦ୍ଧାର ହେଲେ ୬୫ ବର୍ଷୀୟ ବୃଦ୍ଧା

ଦୀର୍ଘ ଦେଢବର୍ଷ ପରେ ଉଦ୍ଧାର ହେଲେ ୬୫ ବର୍ଷୀୟ ବୃଦ୍ଧା ହିନ୍ଦୋଳ – ଆଜି ୧୭ ମାର୍ଚ୍ଚ ସୋମବାର ରାସୋଳ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ଦ୍ଵାରା ପ୍ରାୟ ୬୫ ବର୍ଷୀୟ ଏକ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଢେ଼ଙ୍କାନାଳ ଜିଲ୍ଲା…

ନବ ଦାସ ହତ୍ୟା ମାମଲା: CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ପତ୍ନୀ

ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବ ସ୍ୱର୍ଗତ ନବ ଦାସଙ୍କ ପରିବାର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ୍ କରିଛନ୍ତି ନବ ଦାସଙ୍କ ପତ୍ନୀ ।…

ଦୀର୍ଘ ୯ ମାସ ପରେ ଏଦି ଦିନ ମହାକାଶରୁ ଫେରିବେ ସୁନିତା

ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କରିଛି NASA । ୯ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବାର…

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ : ପତିତପାବନରେ ପଡିଲା ଶୂନ୍ୟ ଗଣ୍ଠି

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ : ପତିତପାବନରେ ପଡିଲା ଶୂନ୍ୟ ଗଣ୍ଠି ଭୂବନେଶ୍ୱର, ୧୭/୦୩ : ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି…

ପରଲୋକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ…

ଭାଙ୍ଗୁଛି ମାଓ ଗଡ; ଆତ୍ମସମର୍ପଣ କଲେ ୬୪ ଜଣ ମାଓବାଦୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଲଗାତାର ମାଓ ଅପରେସନ କାରଣରୁ ଚଳିତ ବର୍ଷ ତେଲେଙ୍ଗାନା ପୋଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ରବିବାର ମଧ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି…

ମହିଳାଙ୍କ ପାଇଁ ଖୁସି ଖବର : ଏକାବେଳେ ଖାତାକୁ ଆସିବ ୧୫ ହଜାର ସୁଭଦ୍ରା ଟଙ୍କା

ଭୂବନେଶ୍ୱର, ୧୭/୦୩ : ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଆସିଛି ଖୁସି ଖବର । ଦୁଇଟି କିସ୍ତିର ଟଙ୍କା ପାଇନଥିବା ମହିଳା, ଆଗକୁ ଏକାବେଳକେ ୧୫ ହଜାର ଟଙ୍କା ପାଇବେ । ଆଗକୁ ରାଖୀ ପୂର୍ଣ୍ଣିମା ସୁଭଦ୍ରା ହିତାଧିକାରୀ ମହିଳାଙ୍କୁ ତୃତୀୟ…