Month: August 2025

ଚାକିରି କରାଇ ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର

ଭୁବନେଶ୍ୱର, ୩୧/୦୮ : ଚାକିରି କରାଇବାକୁ କହି ଯୁବତୀଙ୍କୁ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥ କଡ଼ରେ ଗଣଦୁଷ୍କର୍ମ ହୋଇଛି । ଘଟଣାସ୍ଥଳୁ ସମସ୍ତ ଯୁବକ ଫେରାର ଥିବା ବେଳେ ପୀଡ଼ିତା ଉଦଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାମୟୂରଭଞ୍ଜ ଜିଲ୍ଲା…

ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମହାନଦୀ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର – ମହାନଦୀ ସମସ୍ୟାର ସମାଧାନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିଛି ଓଡିଶା । ଓଡ଼ିଶା ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଅନୁଷ୍ଠିତ…

ଅବସର କାଳୀନ ସମ୍ବର୍ଦ୍ଧନା ସଭା

:ଅବସର କାଳୀନ ସମ୍ବର୍ଦ୍ଧନା ସଭା.. ହିନ୍ଦୋଳ ଉପଖଣ୍ଡ ଗିରିଧର ପ୍ରସାଦ ପଞ୍ଚାୟତ ଖଣ୍ଡତିରି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ହିନ୍ଦୋଳ ର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଯୋଗ ଦେଇଥିଲେ… ଏହି ଉତ୍ସବରେ ଶ୍ରୀଯୁକ୍ତ…

ଢ଼େଙ୍କାନାଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ

ଢ଼େଙ୍କାନାଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ ଆଜି ଢେ଼ଙ୍କାନାଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ । ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୌର…

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ମାନଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ମାନଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ ଯାଜପୁର, ତା ୩୦.୦୮.୨୦୨୫ ରିଖ: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର (ଓଏସସିପିସିଆର) ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା…

ଭତ୍ତା ହଡପ ମାମଲାରେ ପୃର୍ବତନ ପିଇଓ ଗିରଫ

ଭତ୍ତା ହଡପ ମାମଲାରେ ପୃର୍ବତନ ପିଇଓ ଗିରଫ ଯାଜପୁର___ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ ପିମ୍ଫୁଡିଆ ପଞ୍ଚାୟତର ପୃର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଆଇଓ) ସନ୍ତୋଷ ଜେନାଙ୍କୁ ଆଜି କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଦାନଗଦି ବ୍ଳକ କାର୍ଯ୍ୟାଳୟ ରୁ…

ଜଳପ୍ରପାତକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ

ଜଳପ୍ରପାତକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ କେନ୍ଦୁଝର ଜିଲ୍ଲା ସୀମାନ୍ତ ପାଲଲହଡ଼ା ବ୍ଲକ୍ ନଗିରା ଗାଁ ଜଙ୍ଗଲରେ ଥିବା ଗର୍ଜନ ଖୋଲ ଜଳ ପ୍ରପାତ କୁ ତିନି ଜଣ ଯୁବକ ସାଙ୍ଗ ହୋଇ ଯାଇଥିଲେ। ବାଂଶପାଳ ବ୍ଲକ ବାଲରାଇ ଗାଁର…

ଆଜିର ରାଶିଫଳ

🌸 ଆଜିର ରାଶିଫଳ 🌸 ଜାଗ୍ରତ ଭାରତ ନ୍ୟୁଜ୍ ତାରିଖ: ୩୧ ଅଗଷ୍ଟ ୨୦୨୫ ♈ ମେଷ (Aries)ଆଜି ଆପଣଙ୍କ କାର୍ଯ୍ୟସ୍ଥଳରେ ସୁଖଦ ପରିବର୍ତ୍ତନ ହେବ। ପରିବାରରେ ସମ୍ମାନ ବୃଦ୍ଧି ହେବ।🔹 ଶୁଭ ରଙ୍ଗ: ଲାଲ🔹 ଶୁଭ ସଂଖ୍ୟା: ୯💡 ପରାମର୍ଶ:…

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଙ୍କ ଅବସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଙ୍କ ଅବସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ଗୋଲାମୁଣ୍ଡା ତା ୩୦/୦8/2୦25 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖମାର ହଳଦୀ ପଞ୍ଚାୟତ ଅଧିନସ୍ତ ଘୋଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ବେଲୁଆମାଲ ରେ ନୂଆଁଖାଇ ସହିତ ୩୭ ତମ ନୂଆଁଖାଇ ଭେଟଘାଟ ପାଳିତ

ବେଲୁଆମାଲ ରେ ନୂଆଁଖାଇ ସହିତ ୩୭ ତମ ନୂଆଁଖାଇ ଭେଟଘାଟ ପାଳିତ ଏଭିବାଆଙ୍କର- ସମଗ୍ର ପଶ୍ଚିମ ଓଡିଶା ରେ ନୂଆଁଖାଇ ଧୁମଧାମରେ ପାଳନ ହେଉଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ର ବେଲୁଆମାଲ ଗ୍ରାମ ରେ ମଧ୍ୟ…

You missed