Month: September 2025

ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ

ଚୀନ୍‌ରେ ଶଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀ ବେଳେ ଗୋଟିଏ ଫ୍ରେମରେ ବିଶ୍ବର ବହୁ ନେତା। ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ । ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରୁ ସାମ୍ନାକୁ ଆସିଥିବା ଫଟୋରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ…

୭ ନୂଆ ମ୍ୟୁନିସପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼…

ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି

ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।…

ଢେଙ୍କାନାଳ ରାଧାକୃଷ୍ଣ ବଜାର ଦୋଳ ମଣ୍ଡପ ସାହିରେ ଖୁଦୁରୁକୁଣୀ ଓଷା ଶେଷ ପାଳି

ଢେ଼ଙ୍କାନାଳ ରାଧାକୃଷ୍ଣ ବଜାର ଦୋଳ ମଣ୍ଡପ ସାହିରେ ଖୁଦୁରୁକୁଣୀ ଓଷା ଶେଷ ପାଳି । ଝିଅ ବହୁ ମାନେ ଦୀର୍ଘ ୨୫ ବର୍ଷ ହେବ ଏହି ପୂଜା କରି ଆସୁଛନ୍ତି । ମା ଙ୍କୁ ବିଭିନ୍ନ ପ୍ରକାର ଭୋଗ ଭୋଗ ଲଗାଇ…

ପଦ୍ମ ବଜାର ମଣ୍ଡବା ସାହି ଠାରେ ଝିଅ ବୋହୂ ମାନେ ଦୀର୍ଘ ୫୦ ବର୍ଷ ଧରି ଖୁଦୁରୁକୁଣୀ ପୂଜା କରୁଛନ୍ତି

ଢେଙ୍କାନାଳ : ପଦ୍ମ ବଜାର ମଣ୍ଡବା ସାହି ଠାରେ ଝିଅ ବୋହୂ ମାନେ ଦୀର୍ଘ ୫୦ ବର୍ଷ ଧରି ଖୁଦୁରୁକୁଣୀ ପୂଜା କରିଆସୁଛନ୍ତି। ଆଜି ଶେଷ ଦିନ ରେ ସକାଳୁ ଫୁଲ ତୋଳି ମାଳ ଗୁନ୍ତି, ବାଲୁଙ୍କା ପୂଜା କରି, କଳସ…

ନାରାୟଣ ମାନଙ୍କ ସହ ଜନ୍ମଦିବସ ନିଆରା ଢଙ୍ଗରେ ପାଳିଲେ ଶିକ୍ଷୟତ୍ରୀ ଅନୁସୟା ଦେବତା

“ନାରାୟଣ ମାନଙ୍କ ସହ ଜନ୍ମଦିବସ ନିଆରା ଢଙ୍ଗରେ ପାଳିଲେ ଶିକ୍ଷୟତ୍ରୀ ଅନୁସୟା ଦେବତା” ଆଧୁନିକତା ସଭ୍ୟତା ଠାରୁ ଅନେକ ଦୂରରେ ରହି ଜଣେ ଶିକ୍ଷୟିତ୍ରୀ ପାଳନ କରୁଛନ୍ତି ତାଙ୍କର ଜନ୍ମଦିନ। ସହର ର ଚାକ ଚକ୍ୟ କୁ ଭୁଲି ନିଆରା ଢଙ୍ଗରେ…

“ଅତାବିରା ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା”

“ଅତାବିରା ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା” ବରଗଡ:୩୧/୮(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଆଜି ଅତାବିରା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ…