Month: November 2025

ନୂଆପଡାରେ ହେବ ମେଡିକାଲ କଲେଜ : ମନମୋହନ ସାମଲ

ନୁଆପଡା : ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍‌ରେ କହିଛନ୍ତି ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡାକୁ ଏକ ନଂ ଜିଲ୍ଲା ଓ…

ଫେବୃଆରୀ ୭ରୁ ଟି-୨୦ ବିଶ୍ବକପ୍ : ଅହମ୍ମଦାବାଦରେ ଫାଇନାଲ

ଭୁବନେଶ୍ୱର : ଭାରତ ଏବଂ ଶ୍ରୀଲଙ୍କା ୨୦୨୬ରେ ଟି୨୦ ବିଶ୍ୱକପ୍ କ୍ରିକେଟ ଆୟୋଜନ କରିବେ। ଏହି ବିଶ୍ୱକପର ସେମିଫାଇନାଲ, ଫାଇନାଲ ଏବଂ ଉଦଘାଟନୀ ମ୍ୟାଚ୍ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବିଶ୍ୱକପର ପ୍ରଥମ ଏବଂ ଶେଷ ମ୍ୟାଚ୍, ଅର୍ଥାତ୍…

ଆଜିର ରାଶିଫଳ – ୧୦ ନଭେମ୍ବର ୨୦୨୫ (ରବିବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌞 ଆଜିର ରାଶିଫଳ – ୧୦ ନଭେମ୍ବର ୨୦୨୫ (ରବିବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ (Aries)ଆଜିର ଦିନ: ନୂତନ କାମରେ ସଫଳତା ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ସାବଧାନ ରୁହନ୍ତୁ। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ…

ନୂଆପଡାରେ ସାଇଲେଣ୍ଟ ଅବଧି 4 ଟାରୁ ଲାଗୁ ହୋଇଛି – ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆପଡାରେ ସାଇଲେଣ୍ଟ ଅବଧି 4 ଟାରୁ ଲାଗୁ ହୋଇଛି । ଅନ୍ୟ ଜିଲ୍ଲା ରୁ ଯେଉଁମାନେ ଯାଇଛନ୍ତି ସେମାନେ ଜିଲ୍ଲା ଛାଡିଦେଇଛନ୍ତି। ଏହା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। ସେ କହିଛନ୍ତି ଯେ ଆମେ ଆଶା କରୁଛୁ…

ମନ୍ଦିର ଏବଂ ମସ୍‌ଜିଦ୍‌ରୁ ହଟିଲା ଲାଉଡସ୍ପିକର

ଲକ୍ଷ୍ନୌ: ମନ୍ଦିର ଏବଂ ମସ୍‌ଜିଦ୍‌ରୁ ହଟିଲା ଲାଉଡସ୍ପିକର। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ଧାର୍ମିକ ସ୍ଥଳରେ ବେଆଇନ ଭାବରେ ଲଗାଯାଇଥିବା ଲାଉଡସ୍ପିକରଗୁଡ଼ିକୁ ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ; ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀଙ୍କ ସୂଚନା। ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ…

ସୋମବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ଗସ୍ତରେ ସେ ‘ମାଣ୍ଡିଆ ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ । କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଚୌହାନ ସକାଳେ ପାଟନାରୁ ବାହାରି…

ଉତ୍ତରାଖଣ୍ଡକୁ ମୋଦୀଙ୍କ ୮ ହାଜର କୋଟିର ଉପହାର

ଡେରାଡୁନ: ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ଡେରାଡୁନର ବନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଉତ୍ତରାଖଣ୍ଡର ବାର୍ଷିକୀର ସିଲଭର ଜୁବଲି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ…

ସୁଭଦ୍ରା ଶକ୍ତି ମେଳାରେ ଓଡ଼ିଶା ପାରମ୍ପରିକ ସ୍ଵାଦର ମହକ

ମନମୋହୁଛି ବାରିପଦା ମୁଢ଼ି ମାଂସ ସାଙ୍ଗକୁ କେନ୍ଦୁଝର ପତ୍ର ପୋଡ଼ା । ଭୁବନେଶ୍ୱର – ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ୩୦୦ରୁ ଅଧିକ ଷ୍ଟଲ୍ ସହିତ, ଏହି ମେଳା ସ୍ବୟଂ…

ବିଜେପି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସିଇଓ ନିକଟରେ ଅଭିଯୋଗ

ଭୁବନେଶ୍ୱର: ନୁଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ନିୟମ ଉଲ୍ଲଂଘନ କରି ଶିଶୁମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ଉଠିଛି। ଏହି ଅଭିଯୋଗ ନେଇ ଆଜି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ (OPCC) ରାଜ୍ୟ ମୁଖ୍ୟ…