Month: November 2025

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି କଟକ: ଡିସେମ୍ବର ୯ ତାରିଖରେ କଟକ ବାରବାଟୀରେ ଅୟୋଜିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଆସନ୍ତାକାଲିଠାରୁ ଅନଲାଇନରେ ଟିକେଟ ବିକ୍ରି ହେବ। ଡିସେମ୍ବର ୩ ଓ ୪ରେ…

କୋଇଲା ବୋଝେଇ ଜାହାଜରେ ନିଆଁ

କୋଇଲା ବୋଝେଇ ଜାହାଜରେ ନିଆଁ ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ। ଆଇ ଓ ବି ବର୍ଥରେ କୋଇଲା ବୋଝେଇ ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଜାହାଜଟି ସି କ୍ୟୁ ୨ ବର୍ଥକୁ ସ୍ଥାନାନ୍ତର କରାଯାଇଛି।…

୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍

ଆକ୍ସନରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(BEO)। କାର୍ଯ୍ୟରେ ଅବହେଳା ଅଭିଯୋଗରେ BEO ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। ଏପରିକି କାର୍ଯ୍ୟରେ ଅବହେଳା କରିଥିବାରୁ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମିଳିଥିବା…

ଆକ୍ସନ ମୁଡ଼ରେ ସରକାର, ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନାହିଁ ପ୍ରମୋଶନ୍

ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନି ପ୍ରୋମୋସନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା କଡ଼ା ଚିଠି । ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସରକାର । ଜାନୁଆରି ୨୦୨୫ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ…

ସୋମବାରରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେସନ, ଆଜି ସର୍ବଦଳୀୟ ବୈଠକ

ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆଜି କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ…

ଏଥର ମନ୍ କୀ ବାତ୍ ରେ ପର୍ଯ୍ୟଟନ, ପ୍ରାକୃତିକ ଚାଷ, ଭୋକାଲ ଫର ଲୋକାଲ କୁ ଗୁରୁତ୍ବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହାଇଦ୍ରାବାଦରେ ବିଶ୍ୱର ସର୍ବବୃହତ ଲିପ୍ ଇଞ୍ଜିନ୍ MRO ସୁବିଧାର ଉଦଘାଟନ, ଭାରତୀୟ ନୌସେନାରେ INS ମାହେର ସାମିଲ, ଦେଶରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଭଳି ଘଟଣାବଳୀ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ…

ତୃତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସମ୍ମାନିତ ହେଲେ ଜାଭେଦ ଅଖତର

ଭୁବନେଶ୍ୱର: ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଯଦିଓ ବୈଷୟିକ ଜ୍ଞାନ କୌଶଳ ପରିବ୍ୟାପ୍ତ ହେବାରେ…

୨୦ ହଜାର ଅଙ୍ଗନବାଡ଼ିର ନାହିଁ ନିଜସ୍ୱ କେନ୍ଦ୍ର ; ଖୁବ୍‌ଶୀଘ୍ର ମରାମତି କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ

ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ଭଳି ତୃତୀୟ ଦିନ ସ୍ବାଭାବିକ ଭାବେ ଚାଲିଛି । ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ହୋଇଛି ଆଲୋଚନା । ଗୃହରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଧାୟକ । ଉତ୍ତର ରଖିଛନ୍ତି…

ଭଡ଼ିଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ରାଜ୍ୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷା ଟିମ

ଭଡ଼ିଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ରାଜ୍ୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷା ଟିମ ଭଟଲି (ଅଭିମନ୍ୟୁ ପଧାନ): ବରଗଡ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ ଭଡ଼ିଗାଁ ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ରାଜ୍ୟ ସ୍ତରୀୟ ଏନକ୍ୱାସ ସମୀକ୍ଷ୍ୟା ଟିମ ପରିଦର୍ଶନ ରେ…

ଚୋରୀ କରିବାକୁ ଆସି ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଜେଲ୍

ଚୋରୀ କରିବାକୁ ଆସି ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଜେଲ୍ ଚୋରୀ କରିବାକୁ ଯାଇ ସେଠାରେ ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଥାନାକୁ।ଚେlରୀ ବେଳେ ଚେlରକୁ କାବୁ କରି ପୁଲିସ ର ଜିମା ଦେଲେ କର୍ମଚାରୀ…