Month: December 2025

ଜିନ୍ଦଲ ଫାଉଣ୍ଡେସନର ‘ଉତ୍କର୍ଷ’ କୋଚିଂରୁ ସଫଳ ଓପିଏସସି ପ୍ରାର୍ଥୀ ସମ୍ମାନିତ

ଅନୁଗୁଳ, ୧୧ ଡିସେମ୍ବର : ଜିନ୍ଦଲ ଷ୍ଟିଲର ସାମାଜିକ ଦାୟିତ୍ୱ ଶାଖା, ଜିନ୍ଦଲ ଫାଉଣ୍ଡେସନର ଅଗ୍ରଣୀ ପଦକ୍ଷେପ ‘ଉତ୍କର୍ଷ’ କୋଚିଂ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩ ଜଣ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି । ‘ଉତ୍କର୍ଷ’…

ବିଜେପି ସରକାର ଆସିବା ପରେ ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜେପି ସରକାର ଆସିବା ପରେ ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ସରକାରର ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି। ନିଯୁକ୍ତି ମେଳାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତ୍ରୟୋଦଶ…

ଆଶ୍ରମ ବିଦ୍ୟାଳୟ ଗୋପାଳପୁରରେ ବିଶ୍ଵ ମାନବାଧିକାର ଦିବସ ପାଳିତ

*ଆଶ୍ରମ ବିଦ୍ୟାଳୟ ଗୋପାଳପୁରରେ ବିଶ୍ଵ ମାନବାଧିକାର ଦିବସ ପାଳିତ* ବରଗଡ଼:: ୧୦/୧୨(ପବିତ୍ର ମେହେର)::ପ୍ରତିଦିନ ଆମ ଜୀବନରେ ମାନବ ଅଧିକାରର ପ୍ରାସଙ୍ଗିକତା ରହିଛି। ମାନବ ଅଧିକାର ସମାନତା, ନ୍ୟାୟ ଓ ସ୍ଵାଧୀନତା ପ୍ରତିଷ୍ଠା କରେ।ମାନବ ଅଧିକାରଗୁଡ଼ିକ ବିବେକାନୁମୋଦିତ, ନ୍ୟାୟସଙ୍ଗତ ଓ ନିୟନ୍ତ୍ରଣ ପରିସରଭୁକ୍ତ।…

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ଅନୁମାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟାଉନ ଶିକ୍ଷକପଡ଼ାର ଇକୋ ପାର୍କ ସାମ୍ନାରେ ଗୁଳିମାଡ଼ ହୋଇଛି। ବାଇକରେ ଆସି ଗୁଳିମାଡ଼ କରିଥିଲେ ୩ ଜଣ ଯୁବକ। ଗୁଳିମାଡ଼ରେ ଭବାନୀ ଶଙ୍କର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।…

ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ – ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ କଡ଼ା ଚେତାବନୀ । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ଗୁଡିକ ପୂରଣ କରାଯାଇ ପାରିବ ସେ ସବୁ…

ଡ୍ରଗ୍ସ ନେବାକୁ ବାଧ୍ୟ କରିବା ଓ ରାଗିଂ କୁ ନେଇ ଥାନାର ଦ୍ବାରସ୍ଥ ଛାତ୍ର

ପିପିଲି : ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଡ୍ରଗ୍ସ ନେବାକୁ ବାଧ୍ୟ କରିବା ସହ ପାଇଖାନା ଚଟାଣ ଚଟାଇ ମାଡ଼ ମାରିଲେ । ଭୁବନେଶ୍ବର ଉପକଣ୍ଠ ପିପିଲି ବ୍ଲକ ଅଞ୍ଚଳରେ ଥିିବା ବିଶ୍ବବିଦ୍ୟାଳୟରୁ ଅଭିଯୋଗ ହୋଇଛି । ଛାତ୍ରଙ୍କୁ ମାଡ଼…

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ମୋକିମ୍

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ…

ଜମି ଟଙ୍କା ନଦେବାରୁ ତହସିଲଦାର ଅଫିସ ଆସବାବପତ୍ର ଜବତ

ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର…

ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ – ମହାନଦୀ ଜଳ ବିବାଦ ମାମଲା

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ କରାଯାଇଛି । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ,…

ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ।…