ଆଭାସି ବାଲିଷ୍ଟିକ ମିସାଇଲର ସିରିଜ ପରୀକ୍ଷଣ
ନୁଆଦିଲ୍ଲୀ: ଭାରତ ବୁଧବାର ଦିନ ଓଡ଼ିଶା ଉପକୂଳରେ ଅଳ୍ପ ସମୟ ମଧ୍ୟରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ପ୍ରଳୟ ହେଉଛି ଏକ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କ୍ୱାସି-ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ…
