Month: January 2026

ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା – ଜାତିସଂଘ ତରଫରୁ ଜରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତ୍ତି

ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।…

ପଂଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ପଂଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ଢେଙ୍କାନାଳ,୦୪/୦୧: କୈବଲ୍ୟ ବଜାରସ୍ଥିତ ଗାୟତ୍ରୀ ମନ୍ଦିରଠାରେ ଗାୟତ୍ରୀ ପରିବାର ପକ୍ଷରୁ ଦୁଇଦିନ ବ୍ୟାପୀ ବାର୍ଷିକୋତ୍ସବ ଓ ପଂଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫୧ ମହିଳାଙ୍କ ଦ୍ବାରା ଯାଉଁଳି ପୋଖରୀ ଠାରୁ ପୂଜା…

ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ୨୦୦୨ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ୨୦୦୨ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ଢେଙ୍କାନାଳ, ୦୪/୦୧/୨୬: ସହରସ୍ଥିତ ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ଯତନନଗରସ୍ଥିତ ୱାଟରପାର୍କ ଠାରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହିବର୍ଷ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍) କାର୍ଯ୍ୟକାରିତାର…

ଆରମ୍ଭ ହେଲା ଭୁବନେଶ୍ବର ପଥ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ବର୍ଷର ପ୍ରଥମ ରବିବାରରେ ଆରମ୍ଭ ହୋଇଛି ଭୁବନେଶ୍ବର ପଥ ଉତ୍ସବ। ରାଜଧାନୀବାସୀଙ୍କୁ ବିଭିନ୍ନ ପ୍ରକାରର ମନୋରଂଜନ ଯୋଗାଇ ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହା ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜନ କରାଯାଇଛି।…

ନୂଆରୂପ ପାଇବ ଲୋକସେବା ଭବନ, ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ଅଟକଳ

ଭୁବନେଶ୍ବର: ନୂଆରୂପ ପାଇବ ଲୋକସେବା ଭବନ। ଏହାର ପୁନର୍ବିନ୍ୟାସ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଲୋକସେବା ଭବନର ପୁନର୍ବିନ୍ୟାସ କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।…

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର: “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ…

ମିସାଇଲ ମାଡ଼କଲା ଉତ୍ତରକୋରିଆ, ଜାପାନରେ ଜରୁରୀକାଳୀନ ପରିସ୍ଥିତି ଜାରି

ଉତ୍ତର କୋରିଆ ଆଜି ସମୁଦ୍ର ଆଡକୁ ଏକାଧିକ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଜାପାନ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି । ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କର୍ମଚାରୀ ଏକ ବିବୃତ୍ତିରେ କହିଛନ୍ତି, ଉତ୍ତର କୋରିଆର ରାଜଧାନୀ ଅଞ୍ଚଳରୁ ଅନେକ…

ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ…

ଆଜିର ରାଶିଫଳ

ଆଜି ସୋମବାର, ୫ ଜାନୁଆରୀ ୨୦୨୬ । ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକଙ୍କ ପାଇଁ ଆଜିର ଦିନଟି କିପରି କଟିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ମେଷ (Aries)ଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ସଫଳତାର ଦିନ । ପୁରୁଣା…

You missed