Month: February 2026

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଛାଙ୍କ ସମେତ ଅନେକ…

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପ ଅଧୀନରେ ଶ୍ରୀ ପଦ୍ଧତିରେ ଧାନଚାଷ ପାଇଁ କୃଷି ସାମଗ୍ରୀ ବଣ୍ଟନ କରାଯାଇଛି। ୟୁଏନ୍ଡିପି ଏବଂ ଓଡ଼ିଶା ସରକାରଙ୍କ…

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ୍ ଅଧିବେଶନକୁ ଗମ୍ଭୀରତାର ସହ ନେଇ ସରକାରଙ୍କ ବିଫଳତା ବିରୋଧରେ ସବୁ ସ୍ତରରେ ଲଢ଼ିବାକୁ ସେ ଆହ୍ୱାନ…

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

ନୁଆଦିଲ୍ଲୀ: ଇଣ୍ଡିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ୍ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜିଓ…

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା:ସକାଳ ୧୦:୩୦ ରୁ ଆରମ୍ଭ

ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ…

ପ୍ରକାଶ ପାଇଲା JEE ମେନ ୨୦୨୬ ରେଜଲ୍ଟ

ନିଆଦିଲ୍ଲୀ: ସୋମବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍ ୨୦୨୬ ସେସନ୍ ୧ ଫଳାଫଳ ପ୍ରକାଶ କରିଛି। ପେପର୍ ୧ (BE/BTech) ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀ ମାନେ ଏବେ ଅଫିସିଆଲ୍ ୱେବସାଇଟ୍: jeemain.nta.nic.in କୁ ଯାଇ ସେମାନଙ୍କର ଫଳାଫଳ…

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି : ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ହେବେ ସାମିଲ

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ତିନି ଦିନିଆ ଗସ୍ତରେ ଭାରତରେ ଆସି ପହଁଚିଛନ୍ତି । ସେ ସୋମବାର ବିଳମ୍ବିତ ରାତ୍ରରେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଏହା ତାଙ୍କର ୨୦୧୭ ପରଠୁ ଚତୁର୍ଥ ଭାରତ…

ଆଜିଠାରୁ ବାଂଲାଦେଶରେ ନୂଆ ସରକାର ; ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ତାରିକ ରହମାନ, ଯୋଗଦେବେ ଓମ୍ ବିର୍ଲା

ଆଜି ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଉତ୍ତରାଧିକାରୀ ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଗତ…

୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ: ଜାଣନ୍ତୁ ସମୟ, ସୂତକ ଏବଂ ପ୍ରଭାବ

ନମସ୍କାର, ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସ୍ଵାଗତ। ୨୦୨୬ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣକୁ ନେଇ ପ୍ରସ୍ତୁତ ଏହି ବିଶେଷ ରିପୋର୍ଟ: ​୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ: ଜାଣନ୍ତୁ ସମୟ, ସୂତକ ଏବଂ ପ୍ରଭାବ ​ନୂଆଦିଲ୍ଲୀ/ଭୁବନେଶ୍ୱର: ମହାକାଶ ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ର…

ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଟଙ୍କା

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା। ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ ୫ ହଜାର ଟଙ୍କା। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି। ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ମୋଟ ୫ ହଜାର…