Month: February 2026

ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସନ୍ଥ କବି ଭୀମ ଭୋଇଙ୍କ ଆଜି ହେଉଛି ତିରୋଧାନ ଦିବସ । ବିଧାନସଭା ପରିସରରେ ମହାନ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ। ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଦି ବହୁ ବରିଷ୍ଠ ନେତା ସନ୍ଥ…

ହୀରାକୁଦ ହାଫ୍ ମାରାଥନ୍’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ସମ୍ବଲପୁର: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ରବିବାର ସମ୍ବଲପୁରର ଐତିହାସିକ…

ଜେଲରୁ ମୁକୁଳିବେ ଇମ୍ରାନ ଖାନ୍

ନୁଆଦିଲ୍ଲୀ : ଆଦିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି…

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଜାରି ରହିଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’ (Mule…

ଫେବୃଆରୀ ୧୬ ତାରିଖରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି

ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ହେବ । ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି…

ଖଲ୍ଲିକୋଟଶିକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖଲ୍ଲିକୋଟର ଛାତ୍ର ମିହିର ପ୍ରଧାନ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏବଂ ସିଏମଆରଏଫ୍ ରୁ ୪ ଲକ୍ଷର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଖଲ୍ଲିକୋଟରେ ଥିବା…

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କାଣ୍ଡଶର: ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀ ଅନନ୍ତ କୁମାର ବାରିକ, ସାଧାରଣ ସମ୍ପାଦକ ଶ୍ରୀ ସୁଧାକର ସାହୁଙ୍କ ନେତୃତ୍ୱରେ…

​”ଶିବ ଶକ୍ତିର ମିଳନ ପର୍ବ: ସାରା ଦେଶରେ ମହା ଶିବରାତ୍ରୀର ଧୁମ୍”

ମହା ଶିବରାତ୍ରୀ ଅବସରରେ ‘ଜାଗ୍ରତ ଭାରତ ନ୍ୟୂଜ’ ର ସମସ୍ତ ପାଠକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜିର ଏହି ପବିତ୍ର ଦିନ ପାଇଁ ଏକ ସ୍ୱତନ୍ତ୍ର ରିପୋର୍ଟ: ​ଶିବମୟ ସାରା ବିଶ୍ୱ: ମହା ଶିବରାତ୍ରୀ ଅବସରରେ ଜାଗ୍ରତ ଭାରତ ନ୍ୟୂଜ୍‌ର ସ୍ୱତନ୍ତ୍ର ଉପସ୍ଥାପନା…

ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା !

ସରିଲା ଅପେକ୍ଷା । ଆଶାୟୀଙ୍କ ମାନସିକ ହେବ ପୂରଣ । ଦିଲ୍ଲୀ ଦରବାରରୁ ବାଜିଯାଇଛି ଚୂଡ଼ାନ୍ତ ମୋହର । ଆସନ୍ତା ୩/୪ ଦିନରେ ଯେ କୌଣସି ସମୟରେ ଘୋଷଣା ହୋଇପାରେ ନିଗମ, ସମବାୟ ସଂସ୍ଥା, ଜିଲ୍ଲା ଯୋଜନା କମିଟି ଓ ବିଭିନ୍ନ…

ଶ୍ରୀ ଅରବିନ୍ଦ ଛାତ୍ରସମାଜଙ୍କ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ ଏବଂ ବିଂଶତମ ଶ୍ରୀ ଅରବିନ୍ଦ ଯୁବ ଛାତ୍ର ଶିବିର ଅନୁଷ୍ଠିତ

ଶ୍ରୀ ଅରବିନ୍ଦ ଛାତ୍ରସମାଜଙ୍କ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ ଏବଂ ବିଂଶତମ ଶ୍ରୀ ଅରବିନ୍ଦ ଯୁବ ଛାତ୍ର ଶିବିର ଅନୁଷ୍ଠିତ ଯାଜପୁର – ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ନାଉପାଳ ସ୍ଥିତ ଶ୍ରୀ ଅରବିନ୍ଦ ଛାତ୍ରସମାଜଙ୍କ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ ଏବଂ…