Month: February 2026

ମହାଶିବରାତ୍ରୀ ରେ ଯାଇଥିଲେ ମନ୍ଦିର, ଦୁର୍ଘଟଣାଘଟି, ଜଣେ ମୃତ ଜଣେ ଗୁରୁତର

ମହାଶିବରାତ୍ରୀ ରେ ଯାଇଥିଲେ ମନ୍ଦିର, ଦୁର୍ଘଟଣାଘଟି, ଜଣେ ମୃତ ଜଣେ ଗୁରୁତର। ଜାଗରରେ ଯାଇଥିଲେ ମନ୍ଦୀର, ମହାଶିବରାତ୍ରି ହେଲା ପ୍ରଶାନ୍ତ ଙ୍କ ପାଇଁ ଶେଷ ଶିବରାତ୍ରୀ, ଦୁର୍ଘଟଣା ଘଟି ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟ ସିଆଳିଯୋଡା…

ମହାଶିବରାତ୍ରୀ ପାଇଁ ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ପରିବାରର ମଙ୍ଗଳ କାମନା କରି ଜାଗର ଉତ୍ସବ

.ମହାଶିବରାତ୍ରୀ ପାଇଁ ବିଭିନ୍ନଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ପରିବାରର ମଙ୍ଗଳ କାମନା କରି ଜାଗର ଉତ୍ସବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୁରାତନ ଶୈବପିଠ ମାନଙ୍କରେ ବିପୁଳ ଭକ୍ତମାନଙ୍କ ସମାଗମରେ ଦେବଦେବ ମହାଦେବଙ୍କ ଶିବରାତ୍ର ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି।…

“ଡିଜିସିଏ” ପକ୍ଷରୁ ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା

ନୁଆଦିଲ୍ଲୀ,୧୪|୨: ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା | (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା ହୋଇଛି । ବୈଧ ବିମାନ ଯୋଗ୍ୟତା ପ୍ରମାଣପତ୍ର ବିନା ବିମାନରେ ଉଡ଼ାଣ ଭରିବା ପାଇଁ ଡିଜିସିଏ ପକ୍ଷରୁ…

​”ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ୬୧ ରନ୍‌ରେ ମାତ୍ ଦେଲା ଭାରତ, ହିରୋ ସାଜିଲେ ଇଶାନ କିଶନ”

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଭାରତ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି। ଟିମ ଇଣ୍ଡିଆ ୬୧ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଥିଲା।…

ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’

ନୁଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁହଁ ପ୍ରତିରୋପଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି। ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବ ଆସିଛି। ଏଣିକି ଦିଲ୍ଲୀ ଏମ୍ସର…

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇଷ୍ଟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ…

ଅଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କ ପାଇଁ ଆଜିର (୧୬ ଫେବୃଆରୀ, ୨୦୨୬) ରାଶିଫଳ, ଶୁଭ ସଂଖ୍ୟା, ରଙ୍ଗ ଏବଂ ପ୍ରତିକାର ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଦିଆଗଲା: ​୧. ମେଷ ରାଶି ​୨. ବୃଷ ରାଶି ​୩. ମିଥୁନ ରାଶି ​୪.…

ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ; ନିଜ ଲୋକଙ୍କ ଦର୍ଶନକୁ ନେଇ ବିବାଦ

ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍‌ପିଟ୍‌ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଛି। ନିଜ…

୨୬ଟି ସାଂଗଠନିକ ଜିଲା ପାଇଁ ସଭାନେତ୍ରୀ, କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ କଲେ ନବୀନ

ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୬ଟି ସାଂଗଠନିକ ଜିଲା ପାଇଁ ସଭାନେତ୍ରୀ, କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା । ଆସନ୍ତାକାଲି ସତି ସଉରାରେ ହେବ ଅନ୍ତିମ ସଂସ୍କାର । ​​​​​ସୁଚନା, ମସ୍ତିଷ୍କାଘାତ ଯୋଗୁଁ ଗୁରୁତର ଅସୁସ୍ଥ ହୋଇ…