ଦେଶର ଭିତ୍ତିଭୂମି କ୍ଷେତ୍ର ବିକାଶ ଲାଗି ସରକାର ଗ୍ରହଣ କରୁଛନ୍ତି ତ୍ୱରିତ ପଦକ୍ଷେପ; ଅର୍ଥମନ୍ତ୍ରୀ
ଲୋକସଭାରେ ଆଜି କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପରେ ଆଲୋଚନା ଜାରି ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନାରେ ଭାଗ ନେଇ କହିଛନ୍ତି, ଦେଶରେ ଭିତ୍ତିଭୂମି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ…
