Month: February 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାରଙ୍କ ସହ ୩ RI

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ…

ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍‌୨୦୨୬

ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍‍-୨୦୨୬ ଲୋକସଭାରେ ପାରିତ ହୋଇଛି । ଟ୍ରେଡ୍‍ ୟୁନିୟନ୍‍ ଆଇନ-୧୯୨୬, ଶିଲ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ-୧୯୪୬ ଏବଂ ଶିଳ୍ପ ବିବାଦ ଆଇନ – ୧୯୪୭କୁ ଏକିକୃତ କରାଯାଇ ପ୍ରସ୍ତୁତ ଶିଳ୍ପ ସମ୍ପର୍କ ସଂହିତା-୨୦୨୦ର କାର୍ଯ୍ୟକାରିତାକୁ…

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ ଢେଙ୍କାନାଳ ସଦର ବ୍ଳକ୍‌ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପ୍ରେଲ୍ ମାସ ଠାରୁ ଏପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ…

ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ

ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଢେଙ୍କାନାଳ ଉପକଣ୍ଠ ଶିମିଳିଆ ୧୯ନଂ ୱାର୍ଡ ଅନ୍ତର୍ଗତ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରେ ଶିମିଳିଆ ଯୋର ଠାରେ ପୂଜାର୍ଚ୍ଚନା କରାଯାଇ ମହିଳା ଓ ପୁରୁଷମାନେ ସଂକୀର୍ତନ…

ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତିର ବରଗଡ଼ ବନ୍ଦ

ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତିର ବରଗଡ଼ ବନ୍ଦ ବରଗଡ:୧୨/୨(ପବିତ୍ର ମେହେର) ଶ୍ରମିକ ବିରୋଧୀ ଶ୍ରମକୋଡ଼ ବାତିଲ ଦାବୀ, ଜି ରାମଜୀ ଜି ଆଇନ ପ୍ରତ୍ୟାହାର କରି ମନରେଗା ଲାଗୁ କରିବା, ଜନ ବିରୋଧୀ ବିଦ୍ୟୁତ ବିଲ ସଂଶୋଧନ ପ୍ରତ୍ୟାହାର, କୃଷକ…

ରାମସାର ସ୍ଥଳରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା

ରାମସାର ସ୍ଥଳରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା ବରଗଡ:୧୨/୨(ପବିତ୍ର ମେହେର) ପ୍ରାକୃତିକ ସନ୍ତୁଳନ ରକ୍ଷା ନିମନ୍ତେ ଆର୍ଦ୍ରଭୂମି ସଂରକ୍ଷଣର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ମର୍ମରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକମାତ୍ର ରାମସାର ସ୍ଥଳ ଭାବରେ ମାନ୍ୟତା ପାଇଥିବା ହୀରାକୁଦ ଜଳ ଭଣ୍ଡାରକୁ ବରଗଡ଼…

ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଆପ୍, ମାଗଣା ଗ୍ୟାସ ଓ ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଜିଲ୍ଲା ହସ୍ପିଟାଲରେ ଗୁରୁତର ଆହତଙ୍କୁ ଭେଟିଲେ

ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଆପ୍, ମାଗଣା ଗ୍ୟାସ ଓ ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଜିଲ୍ଲା ହସ୍ପିଟାଲରେ ଗୁରୁତର ଆହତଙ୍କୁ ଭେଟିଲେ ଢେଙ୍କାନାଳ : ସଦର ବ୍ଲକ ଲୋଚାପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସୁପ୍ରଭାତ। ଆଜି ଶୁକ୍ରବାର, ୧୩ ଫେବୃଆରୀ ୨୦୨୬। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି ପାଇଁ ଦିନଟି କିପରି ରହିବ: ​ଆଜିର ରାଶିଫଳ: ୧୩ ଫେବୃଆରୀ ୨୦୨୬, ଶୁକ୍ରବାର ​୧. ମେଷ ରାଶି: ​୨.…

ପାଞ୍ଚଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ଦେଲା ପ୍ରକାଶନ ଅନୁମତି

ଭୁବନେଶ୍ବର: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ବର୍ଷର ଚୂଡାନ୍ତ ପାଞ୍ଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର ଜ୍ୟୋତିଷ, ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର

ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ…