Month: February 2026

ଜିମ୍ବାୱେକୁ ୭୨ ରନ୍‌ରେ ପରାସ୍ତ କଲା ଭାରତ

ଚେନ୍ନାଇ: ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ସୁପର-୮ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ, ଜିମ୍ବାୱେକୁ ୭୨ ରନ୍‌ରେ ପରାସ୍ତ କରିବାରେ ସଫଳ ହୋଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌କୁ ଉନ୍ନୀତ ହେବା ଆଶାକୁ ଉଜ୍ଜୀବିତ ରଖିପାରିଛି। ଗୁରୁବାର ଖେଳାଯାଇଥିବା ଏହି…

ଦିନେ ୨ ଦିନ ମଧ୍ୟରେ ଓଡ଼ିଶାରେ ଦଳର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ – ବିଜୟପାଲ ସିଂ ତୋମାର

ରାଜ୍ୟ ସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଆଜି କିମ୍ବା କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ। କିଏ…

ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୁଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଏହି ନୂତନ ଭବନର ନିର୍ମାଣ ଶୈଳୀରେ ପ୍ରତିଫଳିତ ହେବ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ। ଏଥିପାଇଁ ମୋଟ ୯୩.୨୭ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୩ଟି…

ଆଜିର ରାଶିଫଳ: ୨୭ ଫେବୃଆରୀ ୨୦୨୬ (ଶୁକ୍ରବାର)

ନମସ୍କାର! ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଶୁଭ ସଂଖ୍ୟା, ଶୁଭ ରଙ୍ଗ ଏବଂ ପ୍ରତିକାର ସହ ଆଜିର ରାଶିଫଳ ଏଠାରେ ପ୍ରଦତ୍ତ ହେଲା: ​ଆଜିର ରାଶିଫଳ: ୨୭ ଫେବୃଆରୀ ୨୦୨୬ (ଶୁକ୍ରବାର) ରାଶି ଶୁଭ ଅଙ୍କ…

ପୌରାଞ୍ଚଳ ୱାର୍ଡ ନଂ୧୩ ର ରାସ୍ତା ଗୁଡିକର ଅବସ୍ଥା ଦୟନୀୟ ଅବସ୍ଥା, ଜିଲ୍ଲାପାଳଙ୍କୁ ଦାବିପତ୍ର, ପୋଲ ତିଆରି ହେବ, କିଏ କରିବ ଠିକାଦାରୀ ?

ପୌରାଞ୍ଚଳ ୱାର୍ଡ ନଂ୧୩ ର ରାସ୍ତା ଗୁଡିକର ଅବସ୍ଥା ଦୟନୀୟ ଅବସ୍ଥା, ଜିଲ୍ଲାପାଳଙ୍କୁ ଦାବିପତ୍ର, ପୋଲ ତିଆରି ହେବ, କିଏ କରିବ ଠିକାଦାରୀ ? ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ ନଂ ୧୩ ର ଦୟନୀୟ ରାସ୍ତା ଗୁଡିକ ସମ୍ପର୍କରେ ୬ ଦଫା…

“ଘରେ ସୁଖ-ସମୃଦ୍ଧିର ଆଗମନ ଓ ମା’ ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତି ପାଇଁ ସୁଦଶା ବ୍ରତ ପାଳନ”

ଓଡ଼ିଶାର ପୁରପଲ୍ଲୀରେ ମାଆ ଲକ୍ଷ୍ମୀଙ୍କ ଅପାର କୃପା: ଜାଣନ୍ତୁ କାହିଁକି ପାଳନ କରାଯାଏ ‘ସୁଦଶା ବ୍ରତ’ ଓଡ଼ିଆ ଘରର ପର୍ବପର୍ବାଣୀ ଏବଂ ଓଷାବ୍ରତ ମଧ୍ୟରେ ‘ସୁଦଶା ବ୍ରତ’ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଶେଷ କରି ସଧବା ମହିଳାମାନେ ନିଜ ପରିବାରର…

ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି, ହମାସ ଆକ୍ରମଣକୁ କଲେ ନିନ୍ଦା

ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି । ଇସ୍ରାଏଲକୁ ଦେଲେ ବନ୍ଧୁତାର ବର୍ତ୍ତା । କହିଲେ ଭାରତ-ଇସ୍ରାଏଲର ଐତିହାସିକ ସଂପର୍କ କଥା । ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗସ୍ତର ପ୍ରଥମ ଦିନ…

ଢ଼େଙ୍କାନାଳ ସ୍ଥାନୀୟ ଜ଼ିଲ୍ଲା ପରିଷଦ ପ୍ରକୋଷ୍ଠ ରେ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ଦିବସ ଅବସରରେ ଯୋଗ ଶିବିର

ଢ଼େଙ୍କାନାଳ ସ୍ଥାନୀୟ ଜ଼ିଲ୍ଲା ପରିଷଦ ପ୍ରକୋଷ୍ଠ ରେ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ଦିବସ ଅବସରରେ ଯୋଗ ଶିବିର ଢ଼େଙ୍କାନାଳ ସ୍ଥାନୀୟ ଜ଼ିଲ୍ଲା ପରିଷଦ ପ୍ରକୋଷ୍ଠ ରେ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ସାମାଜିକ…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ…

ଇତିହାସ ଗ୍ରାମ ପରିଦର୍ଶନ କଲେ କମଗାଁ ସ୍କୁଲ ଛାତ୍ରଛାତ୍ରୀ

ଇତିହାସ ଗ୍ରାମ ପରିଦର୍ଶନ କଲେ କମଗାଁ ସ୍କୁଲ ଛାତ୍ରଛାତ୍ରୀ ଭଟଲି (ଅଭିମନ୍ୟୁପଧାନ):= ବରଗଡ ଜିଲ୍ଲ ଭଟଲି ବ୍ଲକ ରେ ଥିବା ଐତିହ୍ୟ ଗ୍ରାମ ଭିଞେତୋରା ର ଇତିହାସ ଯାଣିବା ପାଇଁ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ…

You missed