Month: April 2026

କୋଲିୟରୀ ଥାନା ପକ୍ଷରୁ : ଅସ୍ତାୟୀ ଜଳଛତ୍ର ଉଦଘାଟନ

କୋଲିୟରୀ ଥାନା ପକ୍ଷରୁ : ଅସ୍ତାୟୀ ଜଳଛତ୍ର ଉଦଘାଟନ ତାଳଚେର, ୧୫/୦୪ ତାଳଚେର କୋଲିୟରୀ ଥାନା ପକ୍ଷରୁ ଗ୍ରୀଷ୍ମପ୍ରଭାହକୁ ଦୃଷ୍ଟିରେ ରଖି ଆଜି କୋଲିୟରୀ ଥାନା ସମ୍ମୁଖରେ ଅସ୍ଥାୟୀଭାବେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟନ ହୋଇଛି । ଏହାକୁ ଏସଡ଼ିପିଓ ଭରତ…

କଳାହାଣ୍ଡି ଜିଲ୍ଲାର ୬୦ଗୋଟି ଗ୍ରାମରେ ପରୀ ନାମରେ ପରିବେଶ ସୁରକ୍ଷା ସଚେତନା କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲାର ୬୦ଗୋଟି ଗ୍ରାମରେ ପରୀ ନାମରେ ପରିବେଶ ସୁରକ୍ଷା ସଚେତନା କର୍ମଶାଳା ଅନୁଷ୍ଠିତ ଭବାନୀପାଟଣା (ଜାଗ୍ରତ ଭାରତ )ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ର 60…

ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହ ଓ ଧନ୍ୟବାଦ୍ ସଭା ଅନୁଷ୍ଠିତ

ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହ ଓ ଧନ୍ୟବାଦ୍ ସଭା ଅନୁଷ୍ଠିତ। ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହ ଓ ଧନ୍ୟବାଦ୍ ସଭା ଅନୁଷ୍ଠିତ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚାରି ସ୍ଥିତ…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ଅଶୋକ ମହାନ୍ତି

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ଅଶୋକ ମହାନ୍ତି ଅନୁଗୋଳ, ୧୫.୦୪: ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି ମାନ୍ୟବର ପାଳଲହଡ଼ାର ବିଧାୟକ ଶ୍ରୀ ଅଶୋକ ମହାନ୍ତି।ନବ ନିଯୁକ୍ତ ଅଧକ୍ଷ ନାଲକୋ ସ୍ଥିତ ନିଜ…

ଏନଟିପିସି ତାଳଚେର ଥର୍ମାଲ୍ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆମ୍ବେଦକର ଜୟନ୍ତୀ ପାଳନ କରିଛି

ଏନଟିପିସି ତାଳଚେର ଥର୍ମାଲ୍ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆମ୍ବେଦକର ଜୟନ୍ତୀ ପାଳନ କରିଛି ତାଳଚେର, ୧୪ ଏପ୍ରିଲ ୨୦୨୬ ଏନଟିପିସି ତାଳଚେର ଥର୍ମାଲ୍ ଡକ୍ଟର ବି. ଆର. ଆମ୍ବେଦକରଙ୍କ ୧୩୬ତମ ଜନ୍ମବାର୍ଷିକୀ ଏକ ସୁଚିନ୍ତିତ ଭାବରେ ସଂଯୋଜିତ…

ମାଗଣା ସ୍ଵାସ୍ଥ୍ୟ ସେବାଶିବିର ଅନୁଷ୍ଠିତ

ମାଗଣା ସ୍ଵାସ୍ଥ୍ୟ ସେବାଶିବିର ଅନୁଷ୍ଠିତ………ତା ୧୫-୦୪-୨୦୨୬ (ବୁଧୁବାର) JBR Hospital ଓ ତିର୍ଥବାସି ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିରପଙ୍ଗାତିରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର JBR Hospita ra CEO ଜଗନ୍ନାଥ ପ୍ରଧାନ,ଯୁବ ସମାଜ…

ବଡ଼ ଧରଣର ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ: ୮.୪୭ ଲକ୍ଷର ଫେକ୍ ନୋଟ୍ ସହ ଦୁର୍ବୃତ୍ତ କାବୁ

ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଥିବା ସୂଚନା। କାର୍‌ ଯାଞ୍ଚ ବେଳେ ଜବତ କରି ୨ ଜଣଙ୍କୁ…

ସୁନାସଫେଇ କରିଦେବା କହି ସୁନାଚେନ୍ ନେଇ,ଦୁଇ ଦୁର୍ବୃତ୍ତ ଫେରାର

ସୁନାସଫେଇ କରିଦେବା କହି ସୁନାଚେନ୍ ନେଇ,ଦୁଇ ଦୁର୍ବୃତ୍ତ ଫେରାର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ବରହମପୁର ଗାଁରେ ଠକେଇର ଏକ ଅଭିନବ ଘଟଣା ସାମ୍ନାକୁ ଆସିଛି। ସୁନା ସଫା କରିଦେବା ଆଳରେ ଦୁଇ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଠକି…

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଲୋକଭବନରେ ଶପଥ ନେଲେ ସମ୍ରାଟ ଚୌଧୁରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ସୟଦ ଅତା ହସତୈନ । ବିହାରର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ବିହାରର…

ରାଜନୈତିକ ମଇଦାନକୁ ଓହ୍ଲାଇଲା ଓଡ଼ିଶା ଜନତା କଂଗ୍ରେସ; ପଡ଼ିଲା ସଂଗଠନର ମଜବୁତ ଭିତ୍ତିପ୍ରସ୍ତର।

ଓଡିଶା ଜନତା କଂଗ୍ରେସ ପାର୍ଟିର ପଡିଲା ମୂଳଦୂଆ ଭୁବନେଶ୍ୱର: ନୂଆ ଆଞ୍ଚଳିକ ଦଳ ଓଡିଶା ଜନତା କଂଗ୍ରେସ ପାର୍ଟିର ମୂଳଦୁଆ ପଡିଲା । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ କରାଯାଇଛି । ମହମ୍ମଦ ମୋକିମଙ୍କ ନେତୃତ୍ୱରେ ନୂଆ…