Month: April 2026

ଆଜିର ରାଶିଫଳ

ଆଜି ରବିବାର, ୧୨ ଏପ୍ରିଲ ୨୦୨୬। ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଅନୁଗୋଳ – ଜଣେ ୪ ବର୍ଷର ନିରୀହ ଶିଶୁକୁ ଘରୁ ଅପହରଣ କରି ନେଇ ଆସିବା ପରେ ଗାଁ ମୁଣ୍ଡ ଏକ ନାଳ ନିକଟରେ ଅଭିଯୁକ୍ତ ଦୁଷ୍କର୍ମ ପରେ ନାବାଳିକାଙ୍କୁ…

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ ।…

ଜନ୍ମ ଭୂମିରେ ଲକ୍ଷ୍ମୀନାରାୟଣ ଜୟନ୍ତୀ ପାଲିତ

ଜନ୍ମ ଭୂମିରେ ଲକ୍ଷ୍ମୀନାରାୟଣ ଜୟନ୍ତୀ ପାଲିତ 11-04 ପରମାଣପୁରପରମାଣପୁର ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ପରମାଣପୁର ମାଟିରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ୧୨୩ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର…

ଅଞ୍ଚଳକୁ ପ୍ରଦୂଷଣକରି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ଜଗନ୍ନାଥଷ୍ଟିଲ କମ୍ପାନୀ

ଅଞ୍ଚଳକୁ ପ୍ରଦୂଷଣକରି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ଜଗନ୍ନାଥଷ୍ଟିଲ କମ୍ପାନୀ। ସମଗ୍ର ଅଞ୍ଚଳକୁ ପ୍ରଦୂଷଣରେ ଭରି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ଜଗନ୍ନାଥଷ୍ଟିଲ କମ୍ପାନୀ।ବଡ଼ବିଲ ଅଞ୍ଚଳକୁ ବିଭାଗୀୟ ଅଧିକାରୀଙ୍କ, ନିଷ୍କ୍ରିୟତା ଅବା ଅପାରଗତା ଯୋଗୁ, ଜଗନ୍ନାଥଷ୍ଟିଲ କମ୍ପାନୀର ପ୍ରଦୂଷଣ ଚରମ ସୀମାରେ।କେନ୍ଦୁଝର…

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର ବାଲିଗୁଡା, ତା, ୧୧/୦୪: (ସୁଶୀଳ କୁମାର ପାଣିଗ୍ରାହୀ): ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ…

ପ୍ରଧାନ ମନ୍ତ୍ରୀ ମୋଦୀ ଓ ବିରୋଧି ଆନ୍ଦୋଳନ ନେତା ରାହୁଲ ଗାନ୍ଧୀଙ୍କ ଭେଟ – ଏହାକୁ ନେ଼ଇ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ – ଭାରତୀୟ ରାଜନୀତିରେ ଅନେକ ରୋଚକ ଘଟଣାମାନ ଦେଖିବାକୁ ମିଳେ। ରାଜନୀତିରେ ସରକାର ଓ ବିରୋଧୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂସଦ ଭିତରେ ଓ ବାହାରେ ଉଭୟ ଉଭୟଙ୍କ ଉପରେ ଆରୋପ – ପ୍ରତ୍ୟାରୋପ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ…

କଳାକାର ପାଇଁ ଦିନ ଟିଏ , ଓଡ଼ିଆ ପକ୍ଷ ପାଳନ ଅବସରରେ, କଳାହାଣ୍ଡି

କଳାକାର ପାଇଁ ଦିନ ଟିଏ , ଓଡ଼ିଆ ପକ୍ଷ ପାଳନ ଅବସରରେ, କଳାହାଣ୍ଡି ଭବାନୀପାଟଣା (ଜାଗ୍ରତ ଭାରତ ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଥିଲା ଲୋକକଳା ପାଇଁ ଦିନଟିଏ । ଏହି ଅବସରରେ କଳାହାଣ୍ଡି…

କୋଟିଏ ଟଙ୍କାର ଗଞ୍ଜେଇ ଠାବ,ଦୁଇ ଗାଡ଼ି ଜବତ, ତିନି ଗିରଫ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଆଜି ଦୁଇ ଦୁଇଟି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ୍ କୋଟିଏ ୨୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ…

ଘରୋଇ ସଂସ୍ଥାକୁ ସରକାର ଟେକିଦେବେ କଳିଙ୍ଗ ଷ୍ଟୁଡିଓ!

କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି।…