Month: April 2026

ତାଳଚେର ଷ୍ଟାଡ଼ିୟମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀପୋଲିସ୍ ନିଷ୍କ୍ରିୟ, ସିସିଟିଭି କାହାସ୍ୱାର୍ଥ!

ତାଳଚେର ଷ୍ଟାଡ଼ିୟମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀପୋଲିସ୍ ନିଷ୍କ୍ରିୟ, ସିସିଟିଭି କାହାସ୍ୱାର୍ଥ! ତାଳଚେର, ୦୯/୦୪ ବହୁ ପ୍ରତୀକ୍ଷିତ ଦାବି ଓ ପ୍ରତିବାଦ ଜଣାଇବା ପରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ତାଳଚେରର ବହୁ ପୂରାତନ ଷ୍ଟାଡ଼ିୟମଟି ନୂତନ ରୂପ ପାଇବାକୁ ବସିଛି…

ଉଦ୍‌ଯାପିତ ହେଲା ୨୨ତମ ହିଙ୍ଗୁଳା ଲୋକ ମହୋତ୍ସବ

ଉଦ୍‌ଯାପିତ ହେଲା ୨୨ତମ ହିଙ୍ଗୁଳା ଲୋକ ମହୋତ୍ସବ ତାଳଚେର, ୦୯/୦୪ ତାଳଚେର ବ୍ଲକ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ନବାଦିନାତ୍ମକ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା…

ଅଘୋଷିତ ବିଦ୍ୟୁତ କାଟ୍ ଏକ ଦଣ୍ଡନୀୟ ଅପରାଧ -ମୁଖ୍ୟମନ୍ତ୍ରୀ

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି…

ସଞ୍ଜପଡ଼ାର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ତାଳପତ୍ରରେ ପ୍ରସ୍ତୁତ ସାମଗ୍ରୀ Tata Steel Foundation enables Sanjapada Women to Build Sustainable Livelihoods from Palm Leaves

ସଞ୍ଜପଡ଼ାର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ତାଳପତ୍ରରେ ପ୍ରସ୍ତୁତ ସାମଗ୍ରୀ ମେରାମଣ୍ଡଳୀ, ୦୯/୦୪/୨୦୨୬: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସଞ୍ଜପଡ଼ା ଗ୍ରାମର ମହିଳାମାନେ ପାରମ୍ପରିକ ଦକ୍ଷତାକୁ ଆତ୍ମନିର୍ଭରଶୀଳତାରେ ରୂପାନ୍ତରିତ କରି ଉଦାହରଣ ପାଲଟିଛନ୍ତି। ଏହି ଅଞ୍ଚଳରେ ପ୍ରଚୁର ପରିମାଣରେ ତାଳପତ୍ର ଉପଲବ୍ଧ…

ବାଂଲାଦେଶ ସୀମାରେ ସାପ-କୁମ୍ଭୀର ଛାଡିପାରେ ଭାରତ!

ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି।ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ୱେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି, ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳିନାହିଁ।ବିଗତ…

୨୫ତମ AIP ଜଳକ୍ରୀଡା କ୍ଲଷ୍ଟର: ଦ୍ୱିତୀୟ ଦିନରେ ଚମକଦାର ପ୍ରଦର୍ଶନ

୨୫ତମ AIP ଜଳକ୍ରୀଡା କ୍ଲଷ୍ଟର: ଦ୍ୱିତୀୟ ଦିନରେ ଚମକଦାର ପ୍ରଦର୍ଶନ ତେହରି, ଏପ୍ରିଲ ୦୯, ୨୦୨୬: ITBP ଦ୍ୱାରା ତେହରି ହ୍ରଦରେ ଆୟୋଜିତ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ଜଳକ୍ରୀଡା କ୍ଲଷ୍ଟରର ଦ୍ୱିତୀୟ ଦିନରେ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଜବରଦସ୍ତ…

୧୦ରେ ବସିବ ରାଜ୍ୟ କ୍ୟାବିନେଟ, ପଞ୍ଚାୟତରାଜ ବିଭାଗ ଆଣିବ ନୂଆ ନୀତି!

ଭୁବନେଶ୍ୱର – ଆସନ୍ତା ୧୦ତାରିଖରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଟିତ ହେବ । ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ରହିବେ ଉପସ୍ଥିତ । ସୂଚନା ମୁତାବକ ଏହି…

ଆସାମ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ

ନୁଆଦିଲ୍ଲୀ: ଆଜି ଗୁରୁବାର, ୯ ଏପ୍ରିଲ୍ ୨୦୨୬ରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆସାମ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ…

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଭୁବନଶ୍ୱର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତଙ୍କ ଇସ୍ତଫା ଗୃହୀତ ହୋଇଛି । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାଥାଉକି, ଗତକାଲି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ପାଇଁ…

ନବୀନ ବାବୁ ମୂଷାଙ୍କୁ ବିଦା କରିବେ: ସମ୍ବିତ

ଭୁବନେଶ୍ୱର : ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ନେତା ସମ୍ବିତ ରାଉତରାୟ । ୨୦୨୪ରେ ମନ ଇଚ୍ଛା ଟିକେଟ ବାଣ୍ଟିଲେ , ନିଷ୍ଠାବାନଙ୍କୁ ମିଳିଲା ନାହିଁ । ବିଜେପି , କଂଗ୍ରେସର ନୀତି ନଥିବା ଲୋକଙ୍କୁ ଟିକେଟ ଦିଆଗଲା…