ଅନ୍ଧକାର ଉପରେ ଆଲୋକର ବିଜୟର ସଂକଳ୍ପ ଦୀପାବଳି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
# ଅନ୍ଧକାର ଉପରେ ଆଲୋକର ବିଜୟର ସଂକଳ୍ପ ଦୀପାବଳି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ **ନୂଆଦିଲ୍ଲୀ, ୮/୧୧:** ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପର୍ବ ଅନ୍ଧକାର ଉପରେ ଆଲୋକର…
