ଡିଏଭି ପବ୍ଲିକ୍ ସ୍କୁଲ୍, କଳିଙ୍ଗ କ୍ଷେତ୍ରରେ ଉତ୍କଳଗୌରବ ମଧୁସୂଦନ ଜୟନ୍ତୀ ପାଳନ
ଡିଏଭି ପବ୍ଲିକ୍ ସ୍କୁଲ୍, କଳିଙ୍ଗ କ୍ଷେତ୍ରରେ ଉତ୍କଳଗୌରବ ମଧୁସୂଦନ ଜୟନ୍ତୀ ପାଳନ ତାଳଚେର, ୨୮/୦୪/୨୬ ରିଖରେ ଡିଏଭି ପବ୍ଲିକ୍ ସ୍କୁଲ୍, ଏମସିଏଲ୍, କଳିଙ୍ଗ କ୍ଷେତ୍ରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହିତ ପାଳନ…
