Month: May 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

ଭୁବନେଶ୍ୱର – ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର…

ଓପିଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ବର:ରାଜ୍ୟ ସରକାର ଶନିବାର ଓଡ଼ିଶା ପୁଲିସ ସେବା (ଓପିଏସ୍) ଅଧିକାରୀ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁଯାୟୀ,ବଦଳି ହୋଇଥିବା ୫୮ ବରିଷ୍ଠ ପୁଲିସ୍ ଅଧିକାରୀ ମୁଖ୍ୟତଃ ଅତିରିକ୍ତ ଏସ୍‌ପି ଭାବେ…

୧୫ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ

୧୫ ଦିନ ଭିତରେ ଭତ୍ତା ସମସ୍ୟାର ହେବ ସମଧାନ । ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ । ଯେଉଁମାନଙ୍କ…

ସିଡିଏସ୍‌ ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ

ନୁଆଦିଲ୍ଲୀ : ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା…

ମନ୍ କି ବାତ୍‌ରେ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା କଲେ ମୋଦୀ

ଦେଶର ପାରମ୍ପରିକ ଖାଦ୍ୟ ଓ ପାନୀୟର ଗୁରୁତ୍ୱକୁ ପୁଣିଥରେ ଉଜାଗର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ପ୍ରସାରିତ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ସେ ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ…

ଓଡ଼ିଶାର ବେଲପଣା, ସୁସ୍ୱାଦୁ ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ: ମନମୋହନ ସାମଲ

ଓଡ଼ିଶାର ଆମ୍ବ ଓ ବେଲ ଚାଷୀକୁ ଅଧିକ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍‌” ରେଡିଓ…

କେବଳ ପ୍ରଚାର ପ୍ରସାର ସର୍ବସ୍ୱ : ବିଶ୍ୱ ତମାଖୁ ନିଷେଧ ଦିବସଶିକ୍ଷିତ ଯୁବପିଢ଼ୀ ନିଶା ସେବନକରି ପଥଭ୍ରଷ୍ଟକଟପା ଆଇନ ହେଉନି ପାଳନ

କେବଳ ପ୍ରଚାର ପ୍ରସାର ସର୍ବସ୍ୱ : ବିଶ୍ୱ ତମାଖୁ ନିଷେଧ ଦିବସଶିକ୍ଷିତ ଯୁବପିଢ଼ୀ ନିଶା ସେବନକରି ପଥଭ୍ରଷ୍ଟକଟପା ଆଇନ ହେଉନି ପାଳନତାଳଚେର, ୩୧/୦୫ ତମାଖୁ ସେବନ ଦ୍ୱାରା କେବଳ ମୁଖକର୍କଟ ନୁହେଁ ବରଂ ଅନ୍ୟ କର୍କଟ ରୋଗକୁ ଏହା ପ୍ରଭାବିତ କରେ…

ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମ ରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ

ରାୟଗଡା – ଆଜି ରାୟଗଡା ର ତେଜସୀ ଆନ୍ତର୍ଜାତିୟ ହୋଟେଲ ରେ ରୁଷିଆ ର ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମ ରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା ଏଥିରେ ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ତରଫରୁ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ ମେରାମଣ୍ଡଳୀ , ମଇ 31, 2026:ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆହତା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗାନ୍ଥିଗାଡ଼ିଆ ଗଣ୍ଠିଗାଡ଼ିଆ ଗ୍ରାମରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଇଥିଲା।…

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବାଲିଗୁଡା, ତା, ୩୧/୦୫ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ…