ଫ୍ଲୋର ଟେଷ୍ଟରେ ବିଜୟ ପାସ୍
ତାମିଲନାଡ଼ୁ ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ବିଜୟ ପାସ୍। ଟିଭିକେ ସମର୍ଥନରେ ପଡ଼ିଲା ୧୪୪ ଖଣ୍ଡ ଭୋଟ୍। ଭୋଟ୍ଦାନରୁ ବିରତ ରହିଲା ଡିଏମକେ, ବିପକ୍ଷରେ ୨୨ ଖଣ୍ଡ ଭୋଟ୍। ଟିଭିକେ ସପକ୍ଷରେ ବିଦ୍ରୋହୀ AIADMK ବିଧାୟକଙ୍କ ଭୋଟ୍।ବିଧାନସଭାରେ ଭୋଟିଂ ସମୟରେ ନାଟକୀୟ…
