Month: June 2026

ପୁଣି ଯାତ୍ରୀବାହୀ ବସ୍ କୁ ରେଳ ଓଭରବ୍ରିଜରେ ଧକ୍କାଦେଲା ଟ୍ରେଲର, ଯାତ୍ରୀ ଆହତ

ପୁଣି ଯାତ୍ରୀବାହୀ ବସ୍ କୁ ରେଳ ଓଭରବ୍ରିଜରେ ଧକ୍କାଦେଲା ଟ୍ରେଲର, ଯାତ୍ରୀ ଆହତ । ପୁଣି ୫୨୦ ନମ୍ବର୍ ଜାତୀୟ ରାଜପଥ ଉପରେ ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ୫୨୦ ନମ୍ବର୍…

ବାଲିଗୁଡା ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ବାଲିଗୁଡା ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ ବାଲିଗୁଡା, ତା,୦୬/୦୬:(ସୁଶୀଳ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବହିର୍ଭୂତ…

ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ: ଆରବିଆଇ

ନୁଆଦିଲ୍ଲୀ: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି। ମଲହୋତ୍ରା କହିଛନ୍ତି ଯେ ଏହି ପ୍ରସ୍ତାବ ବର୍ତ୍ତମାନ ପ୍ରାରମ୍ଭିକ…

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ: ଚାରା ରୋପଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି। ଏହି…

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା…

କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ନୁଆଦିଲ୍ଲୀ : କଂଗ୍ରେସ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ପାଇଁ ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଦଳ କର୍ଣ୍ଣାଟକରୁ ମଲ୍ଲିକାର୍ଜୁନ ଖାର୍ଗେ, ପବନ ଖେରା ଏବଂ ମନସୁର ଅଲି ଖାନଙ୍କୁ ମନୋନୀତ କରିଛି ।…

ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ନିର୍ମାଣ ହେବ ୫ ମହଲା ଚାନ୍ଦୁଆ ବଜାର

ଭୁବନେଶ୍ବର: ଓଡ଼ିଶାର କଳା, ଐତିହ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରତୀକ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର…

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ: କେ. ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ

ନୁଆଦିଲ୍ଲୀ: ପୂର୍ବତନ ତାମିଲନାଡୁ ବିଜେପି ସଭାପତି କେ. ଅନ୍ନାମଲାଇଙ୍କ ଇସ୍ତଫାକୁ ଦଳୀୟ ନେତୃତ୍ୱ ଗ୍ରହଣ କରିଛି। ରିପୋର୍ଟ ଅନୁସାରେ, ଅନ୍ନାମଲାଇ ଜୁନ୍ ୨ ତାରିଖରେ ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ତାଙ୍କ ପାଞ୍ଚ ପୃଷ୍ଠାର ଇସ୍ତଫାପତ୍ର ଦାଖଲ କରିଥିଲେ,…

ବିଏସଏଫ୍ ର ଲଙ୍କାମୁରା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଯବାନଙ୍କ ମନୋବଳ ବଢ଼ାଇଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଅମିତ ଶାହ ତ୍ରିପୁରାରେ ବି. ଏସ୍. ଏଫ୍. ର ଲଙ୍କାମୁରା ବର୍ଡର ଆଉଟପୋଷ୍ଟ (ବି. ଓ. ପି.) ପରିଦର୍ଶନ କରିଥିଲେ ଏବଂ ସୀମା ପ୍ରହରୀମାନଙ୍କ ସହ କଥାବାର୍ତ୍ତା କରି ସୈନିକମାନଙ୍କ ମନୋବଳ ବୃଦ୍ଧି କରିଥିଲେ।…

ଆଜିର ରାଶିଫଳ

ଆଜି ଶନିବାର, ୬ ଜୁନ୍ ୨୦୨୬। ‘ଜାଗ୍ରତ ଭାରତ ନ୍ୟୂଜ୍’ ପାଇଁ ବାରୋଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ମେଷ (Aries) ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଆଶାତୀତ ଲାଭ…