Month: June 2026

ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା

ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା ତାଳଚେର : ବହୁ ପୁରାତନ ଅମଳରୁ ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଆଜି ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟରେ ନିୟୋଜିତ…

କଳମଛୁଇଁ ଶିଶୁମନ୍ଦିରର ନୂତନ ବସ ଲୋକାର୍ପିତ

କଳମଛୁଇଁ ଶିଶୁମନ୍ଦିରର ନୂତନ ବସ ଲୋକାର୍ପିତତାଳଚେର, ୩୦/୦୬ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ନୂତନ ବସ ଲୋକାର୍ପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…

ତାଳଚେରରେ ଅଘୋଷିତ ଘନଘନ ବିଜୁଳିକାଟ୍ ଧନଜୀବନ ଅତିଷ୍ଠ

ତାଳଚେରରେ ଅଘୋଷିତ ଘନଘନ ବିଜୁଳିକାଟ୍ ଧନଜୀବନ ଅତିଷ୍ଠତାଳଚେର, ୩୦/୦୬ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ ଘନଘନ ବିଜୁଳିକାଟ ପାଇଁ ଅଂଚଳବାସୀ…

ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯ୍ୟାତିତ ଓ ଅପହରଣ ହୋଇଥିବା ପୀଡିତା ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇକି ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ସର୍ଭାଇଭର ନେଟୱାର୍କ ଅଦ୍ୟତା ୩୦/୬/୨୦୨୬ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ଅନୁଗୋଳ ମିଶନ ଶକ୍ତି ଭବନ ଠାରେ ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯ୍ୟାତିତ ଓ ଅପହରଣ ହୋଇଥିବା ପୀଡିତା ଓ ସେମାନଙ୍କ…

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର ଅନୁଗୋଳ,୩୦.୦୬ : ଜିଲ୍ଲାରେ ଆଧାର ସଂଶୋଧନ ଓ ନୂତନ ପଞ୍ଜୀକରଣକୁ ନେଇ ଲୋକମାନେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି UIDAI ର ସହଯୋଗରେ BLS ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଗୋଳରେ ଏକ ଆଧାର…

ନିଶା ନିବାରଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଶା ନିବାରଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କୁଚିଣ୍ଡା:୨୯/୬:କୁଚିଣ୍ଡା ବ୍ଲକ ବଡ଼ ମୁଣ୍ଡଲୋଇସ୍ଥିତ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପ୍ରଧାନ ଶିକ୍ଷକ ଶୁକଦେବ ସାହୁ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ନିଶା ନିବାରଣ ଅଭିଯାନର ସଚେତନତା…

ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ…

ଜୁଲାଇ ୧ ରୁ ସମସ୍ତ ସ୍କୁଲରେ ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରିବେ ରାଜ୍ୟ ସରକାର

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ଜୁଲାଇ ୧ ତାରିଖରୁ ନୂତନ ସ୍କୁଲ ପରିଚାଳନା କମିଟି (SMC) ଗଠନ କରିବାକୁ ଯାଉଛନ୍ତି। ଜୁନ୍ ୩୦ ତାରିଖରେ ସ୍କୁଲ ପରିଚାଳନା କମିଟି (SMC) ଏବଂ ସ୍କୁଲ ପରିଚାଳନା…

ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ…

ଧୀରଜ ସେଠ୍ ହେଲେ ନୂଆ ସ୍ଥଳସେନା ମୁଖ୍ୟ

ନୁଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଧୀରଜ ସେଠଙ୍କୁ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।…

You missed