Month: July 2026

ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମତାଳଚେର, ୨୫/୦୭ ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାରସିଂହା ଗ୍ରାମସ୍ଥିତ ଶ୍ରୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

କଳମଛୁଇଁ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ

କଳମଛୁଇଁ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀତାଳଚେର,୨୫/୦୭ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପରିଚାଳନା ସମିତିିର ଉପସଭାପତି ତପନ…

ଜଗତଉଦ୍ଧାର କର୍ତାଙ୍କ ମହାଆଡ଼ମ୍ବରରେ ପାଳିତ ହେଲା ସୁନାବେଶ

ଜଗତଉଦ୍ଧାର କର୍ତାଙ୍କ ମହାଆଡ଼ମ୍ବରରେ ପାଳିତ ହେଲା ସୁନାବେଶତାଳଚେର,୨୫/୦୭ ପବିତ୍ର ଆଶାଢ଼ମାସ ଶୁକ୍ଳପକ୍ଷ ଏକାଦର୍ଶୀ ତିଥିରେ ପ୍ରଭୂ ଜଗତଉଦ୍ଧାର କର୍ତା ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ମହାଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ପ୍ରାତଃକାଳରୁ ପ୍ରଭୂ ଜଗତରନାଥ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ପୂଜାପାଠ,…

ବୈଠକ ଅନୁଷ୍ଠିତ

ଆଜି କାମାକ୍ଷାନଗର କୋଟଗରା ଗ୍ରାମ ପଞ୍ଚାୟତ ର ମିନି କଲ୍ୟାଣ ମଣ୍ଡପ ଠାରେ ଓଡିଶା କୃଷକ ସଭା ଆନୁକୁଲ୍ୟରେ ମୁଖ୍ୟ ଅତିଥି କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ବିନୟ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ…

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ ବାଲିଗୁଡା, ତା, ୨୫/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ…

ରତ୍ନବେଦିକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀଦଧିବାମନ

ରତ୍ନବେଦିକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀଦଧିବାମନ ଭଟଲି (ଅଭିମନ୍ୟୁ ପଧାନ ): ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ଜିଲ୍ଲା ଭଟଲି ଶ୍ରୀଦଧିବାମନ ଧାମରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତ ଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ ହୋଇଅଛି lମହାପ୍ରଭୁ ଶ୍ରୀଦଧିବାମନ ମାଉସୀ ମନ୍ଦିରସ୍ଥ ଆଡ଼ପମଣ୍ଡପ ଛାଡ଼ି ରଥାରୂଢ଼…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଆଷାଢ଼ ମାସର ହରିଶୟନ ବଡ ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଆଷାଢ଼ ମାସର ହରିଶୟନ ବଡ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁରୁକ୍ତି କରଣ ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁରୁକ୍ତି କରଣ ଶିବିର ଅନୁଷ୍ଠିତ. ତା 24,7,2026ରିଖ ଶୁକ୍ରବାର ଦିନ ଏଗାର ଘଟିକା ସମୟରେ, ଦୁଦୁରକୋଟ ଗ୍ରାମ ପଂଚାୟତ ଅଧିନସ୍ତ ବ୍ରାହ୍ମଣ ମରା ଅଧିଷ୍ଠାତ୍ରୀ ଦେବୀ ମା ବାଉତି ପୀଠରେ ଅନୁଷ୍ଠିତ ହୋଇଯାଇଛି.. ସଂଚୟ ଓ…

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କଠୋର ରାୟ, ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ କଠୋର ରାୟ; ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ: ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅନୁଗୋଳର ବହୁଚର୍ଚ୍ଚିତ ମାମଲାରେ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ…

କର୍ଣ୍ଣାଟକ-ଆନ୍ଧ୍ରରେ ରେଳ ଭିତ୍ତିଭୂମିକୁ ବଡ଼ ବଳ, ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍‌ର ସବୁଜ ସଙ୍କେତ

କର୍ଣ୍ଣାଟକ-ଆନ୍ଧ୍ରରେ ରେଳ ମଲ୍ଟିଟ୍ରାକିଂକୁ କ୍ୟାବିନେଟ୍‌ର ସବୁଜ ସଙ୍କେତ; ₹୧,୨୬୪ କୋଟିର ପ୍ରକଳ୍ପ ୨୦୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…