ଚିଲିକା ଉପକୂଳରେ ଗଢ଼ିଉଠିବ ସ୍ଥାପତ୍ୟ ପାର୍କ, ପ୍ରସ୍ତୁତିକୁ ତ୍ୱରାନ୍ୱିତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଚିଲିକା ଉପକୂଳରେ ଗଢ଼ିଉଠିବ ସ୍ଥାପତ୍ୟ ପାର୍କ; କଳା, ପର୍ଯ୍ୟଟନ ଓ ରୋଜଗାରକୁ ମିଳିବ ନୂଆ ଦିଗ ଭୁବନେଶ୍ୱର: ଏସିଆର ସର୍ବବୃହତ୍ ଲବଣାକ୍ତ ଜଳ ହ୍ରଦ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କଳା ଓ ସଂସ୍କୃତିର ନୂଆ ସମନ୍ୱୟ ଘଟାଇବାକୁ ରାଜ୍ୟ ସରକାର…
