Month: July 2026

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସରକାରୀ ବିଦ୍ୟାଳୟ ମୁକ୍ତାଦେଇପୁର ଠାରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସରକାରୀ ବିଦ୍ୟାଳୟ ମୁକ୍ତାଦେଇପୁର ଠାରେ ଏକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ 60 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା:- ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ବଉଳିଗୋଡ, ଗୋଡ଼ାସନ୍ତ୍ରି ଗ୍ରାମପଞ୍ଚାୟତ ର ଗୋଡାସନ୍ତ୍ରୀ , ଭକ୍ତପୂର୍ ସିମିଲିଛୁଇଁ,ଅରହଟ, ପୁରିକିଆ,ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଆକ୍ସେସ ଟୁ…

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ତିନୋଟି ଷ୍ଟାପ କୁୱାଟର ବିନା ସୂଚନା ଫଳକରେ ଓ ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ତିନୋଟି ଷ୍ଟାପ କୁୱାଟର ବିନା ସୂଚନା ଫଳକରେ ଓ ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ଗୋଲାମୁଣ୍ଡା :-୬/୭/୨୬ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସଂପଦ, ସ୍ୱାସ୍ଥ୍ୟ ବିଭାଗର ଗୃହନିର୍ମାଣରେ…

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ, ଏ.ଏସ୍.ଆଇ . ଙ୍କ ତତ୍ପରତାକୁ ପ୍ରଶଂସା

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ, ଏ.ଏସ୍.ଆଇ . ଙ୍କ ତତ୍ପରତାକୁ ପ୍ରଶଂସା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ (ବାଲେଶ୍ୱର ସୁନାନୀ )ଜୁନାଗଡ଼ ଥାନା ଅନ୍ତର୍ଗତ ଘଣ୍ଟବାହାଳୀ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ…

ଧର୍ମଗଡ଼ରେ ପୁଣି ଡକାୟତି,ଡାକ୍ତରଙ୍କ ସରକାରୀ କ୍ୱାର୍ଟରରେ କଳାକାନା ବୁଲାଇଲେ ଦୁର୍ବୃତ

ଧର୍ମଗଡ଼ରେ ପୁଣି ଡକାୟତି,ଡାକ୍ତରଙ୍କ ସରକାରୀ କ୍ୱାର୍ଟରରେ କଳାକାନା ବୁଲାଇଲେ ଦୁର୍ବୃତ କଳାହାଣ୍ଡି :- (ବାଲେଶ୍ୱର ସୁନାନୀ ) ଧର୍ମଗଡ଼ରେ ଲଗାତାର ଦୁଇ ଦିନ ଧରି ଡକାୟତି ଘଟଣା ସାମ୍ନାକୁ ଆସିଛି।ଏଥର ଟାର୍ଗେଟରେ ଥିଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ସରକାରୀ…

ରାଇଶୋଭା ରେଡକାୟତି ସୁନାଗହଣା ଓ ନଗଦ ଟଙ୍କା ନେଇ ଚମ୍ପଟ

ରାଇଶୋଭା ରେଡକାୟତି ସୁନାଗହଣା ଓ ନଗଦ ଟଙ୍କା ନେଇ ଚମ୍ପଟ ଭଟଲି : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ରାୟଶୋଭା ଗ୍ରାମରେ ଗତ ବୁଧବାର ବିଲମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଭଟଲି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…

ଭଜନ ସମାରୋହ – ୨୦୨୬ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନିପାଟଣା: ତା. ୧୦.୦୭.୨୦୨୬ – ପବିତ୍ର ରଥଯାତ୍ରା-୨୦୨୬ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, କଳାହାଣ୍ଡିଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜନ ହେବାକୁଥିବା ଭକ୍ତି ସଂଗୀତର ବିଶେଷ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଭଜନ ଧାରା ତଥା ରଥଯାତ୍ରା ଭଜନ ସମାରୋହ…

ଶ୍ରୀଦଧିବାମନଙ୍କୁ ଲାଗିହେଲା ଦଶମୂଳ ପାଞ୍ଚନ ଓ ମୋଦକ

ଶ୍ରୀଦଧିବାମନଙ୍କୁ ଲାଗିହେଲା ଦଶମୂଳ ପାଞ୍ଚନ ଓ ମୋଦକ ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଭଟଲି ଶ୍ରୀଦଧିବାମନ ମହାପ୍ରଭୁ ସ୍ନାନପୂର୍ଣ୍ଣିମା ଦିନଠାରୁ ଅଣସର ପିଣ୍ଡିରେ ବିଜେ କରିଛନ୍ତି| ପନ୍ଦର ଦିନ ଧରି ଅଣସର ପିଣ୍ଡିରେ ପ୍ରଭୁଙ୍କ…

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ଭୁବନେଶ୍ୱର: ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସାମଲ ଓ ବିଜେଡିର କାଉନସିଲରମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ବିରୋଧୀ ଦଳ ନେତା…

ମେଲବୋର୍ଣ୍ଣରୁ ମୋଦୀଙ୍କ ଘୋଷଣା: ଚେନ୍ନାଇରେ ଆୟୋଜିତ ହେବ ବିଗ୍ ବ୍ୟାଶ୍ ଲିଗ୍ ମ୍ୟାଚ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।…