Month: July 2026

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ…

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହେଲା ୭୮-ଜୁନାଗଡ଼ର ନିର୍ବାଚନୀ ମଣ୍ଡଳୀର ଖସଡ଼ା ଭୋଟର ତାଲିକା

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହେଲା ୭୮-ଜୁନାଗଡ଼ର ନିର୍ବାଚନୀ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ଜୁନାଗଡ,୫/୭(ବାଲେଶ୍ୱର ସୁନାନୀ ): ଭାରତ ନିର୍ଵାଚନ ଆୟୋଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ପରିପ୍ରେକ୍ଷୀରେ ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର…

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ ବାଲିଗୁଡା, ତା, ୧୦/୦୭: (ସୁଶୀଳ କୁମାର ପାଣିଗ୍ରାହୀ ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ବାଲିଗୁଡ଼ା ଟାଉନ ହଲ ଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ…

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା ବାଲିଗୁଡା, ତା, ୧୦/୦୭: (ସୁଶୀଳ କୁମାର ପାଣିଗ୍ରାହୀ): ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି…

ଅଯୋଧ୍ୟା ରାମମନ୍ଦିର ଅର୍ଥ ଓ ମୂଲ୍ୟବାନ ସୁନାଅଳଙ୍କାର ଲୁଟର ତଦନ୍ତ ପାଇଁ ମହେଶ ସାହୁଙ୍କ ଦାବି

ଅଯୋଧ୍ୟା ରାମମନ୍ଦିର ଅର୍ଥ ଓ ମୂଲ୍ୟବାନ ସୁନାଅଳଙ୍କାର ଲୁଟର ତଦନ୍ତ ପାଇଁ ମହେଶ ସାହୁଙ୍କ ଦାବିତାଳଚେର, ୧୦/୦୭ ଅଯୋଧ୍ୟା ପ୍ରଭୂ ରାମମନ୍ଦିରରେ ଅଗଣିତ ଶ୍ରଦ୍ଧାଳୁଙ୍କ ଦାନଅର୍ଥକୁ ଲୁଟ ଘୁଟଣା ସମଗ୍ର ଭାରତବାସୀଙ୍କ ମନରେ ଆଘାତ ସୃଷ୍ଟି କରିଛି । ବିଶେଷ କରି…

ଡ଼ିଏଭି ପବ୍ଲିକ ସ୍କୁଲରେ ୩୧ତମ ପ୍ରତିଷ୍ଠା ଦିବସ

ଡ଼ିଏଭି ପବ୍ଲିକ ସ୍କୁଲରେ ୩୧ତମ ପ୍ରତିଷ୍ଠା ଦିବସତାଳଚେର, ୧୦/୦୭ ଡ଼ିଏଭି ପବ୍ଲିକ ସ୍କୁଲ କଳିଙ୍ଗକ୍ଷେତ୍ରର ୩୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବୈଦିକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଉତ୍ସବର ମୁଖ୍ୟଅତିଥି ପଦ୍ମଶ୍ରୀ…

ସାର ଉପରେ ଇଂପୁଟ୍ ସବ୍ସିଡି ବୃଦ୍ଧି ଏବଂ ଖରିଫ ଫସଲର ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ଦାବି

ସାର ଉପରେ ଇଂପୁଟ୍ ସବ୍ସିଡି ବୃଦ୍ଧି ଏବଂ ଖରିଫ ଫସଲର ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ଦାବି ।ତା ୧୦ ଜୁଲାଇ ୨୦୨୬ ।ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ପରିଣାମ ସଦୃଶ ଦେଶରେ ରାସାୟନିକ ସାର ଡିଏପି, ୟୁରିଆ ଏବଂ ପଟାସ୍ ସାରର…

ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ଚାଷ ଜମିରେ ମାଟି ଧସସେଇ ପଶିଲା ଚାଷୀଙ୍କଧନ କ୍ଷତି ପଦକ୍ଷେପ ଦାବି…….

ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ଚାଷ ଜମିରେ ମାଟି ଧସସେଇ ପଶିଲା ଚାଷୀଙ୍କଧନ କ୍ଷତି ପଦକ୍ଷେପ ଦାବି…….ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କେନ୍ଦୁମୁଣ୍ଡାଠାରୁ ବ୍ରାହ୍ମଣଧରା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମାସେ ପୂରିବା ପୂର୍ବରୁ ହିଁ ଭାଙ୍ଗିବା ଆରମ୍ଭ ହୋଇବା…

ପାଳଲହଡାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜନ ଅନୁଷ୍ଠିତ

ପାଳଲହଡାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜନ ଅନୁଷ୍ଠିତ ଅନୁଗୋଳ,୧୦.୦୭: ପାଳଲହଡ଼ା ଉପଖଣ୍ଡରେ ଓଡ଼ିଶାର ୭୭ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ…

MCLର ସଫଳତାରେ ନୂଆ ଅଧ୍ୟାୟ, ୧୪ଟି କୋଇଲା ଖଣିକୁ ମିଳିଲା ‘ଷ୍ଟାର୍ ରେଟିଂ’ ସମ୍ମାନ

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ‘ଷ୍ଟାର୍ ରେଟିଂ ଆୱାର୍ଡ୍ସ’ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଏକ ବଡ଼ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କମ୍ପାନୀର ମୋଟ ୧୪ଟି କୋଇଲା ଖଣିକୁ ସମ୍ମାନଜନକ ‘ଷ୍ଟାର୍ ରେଟିଂ’ ପ୍ରଦାନ କରାଯାଇଛି।…