ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ କମାଣ୍ଡୋ, ଶ୍ରୀମନ୍ଦିର ଚାରିପାଖରେ ‘ଅପରେସନ ଚକ୍ରବ୍ୟୁହ’
ପୁରୀ – ରଥଯାତ୍ରା ପୂର୍ବରୁ ଭାରତୀୟ ଯବାନଙ୍କ ଦ୍ୱାରା ଏକ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ…
