Month: July 2026

ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ

କଟକ :-ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ…

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪…

ଆରମ୍ଭ ହୋଇଗଲା ଯୁଦ୍ଧ

ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିଛି ଦିନର ନୀରବତା ପରେ ହର୍ମୋଜରେ ଗର୍ଜନ କରିଛି ମିସାଇଲ୍ ଏବଂ ଡ୍ରୋନ୍ ।ବିଶ୍ଵର ପ୍ରମୁଖ ଜଳମାର୍ଗ ହୋର୍ମୁଜରେ ୨୪ ଘଣ୍ଟା ଭିତରେ ୩ଟି ବାଣିଜ୍ୟିକ ଜାହାଜ…

କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ବି ଅଧିକ କର୍ଡନ…

ମେଡିକାଲ୍ କଲେଜ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ଖୋଲାସା ହେବ କେବେ?

ମେଡିକାଲ୍ କଲେଜ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ଖୋଲାସା ହେବ କେବେ?ସରକାରୀ ନାଲିଫିତା ତଳେ ରହିଗଲାକି ଫାଇଲ!ତାଳଚେର, ୦୮/୦୭ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ଲୋକଙ୍କ ସାମ୍ନାକୁ…

ତାଳଚେର ବସଷ୍ଟାଣ୍ଡ ଉନ୍ନତିକରଣ ପାଇଁ ଡ଼ିଏମଫଣ୍ଡରୁ ମିଳିଲା ଅନୁଦାନ

ତାଳଚେର ବସଷ୍ଟାଣ୍ଡ ଉନ୍ନତିକରଣ ପାଇଁ ଡ଼ିଏମଫଣ୍ଡରୁ ମିଳିଲା ଅନୁଦାନତାଳଚେର, ୦୮/୦୭ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନଗରପାଳ ପବିତ୍ର…

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ, ୦୮.୦୭ : ଅନୁଗୋଳ ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ…

ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କର ଜନ୍ମ ଦିବସ ପାଳନ

ମାଇଁ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ମିଳିତ ଆନୁକୂଲ୍ୟରେରେ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କର ଜନ୍ମ ଦିବସ ଢେଙ୍କାନାଳ ଇ ଟେକ୍ କଲେଜରେ କରାଯାଇଅଛି।ଏଥିରେ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କର ଆତ୍ମ ଜିବନୀ ଓ ତାଙ୍କ ସଂଘର୍ଷର କାହାଣୀ ଉପରେ…

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି ବାଲିଗୁଡା,ତା, ୦୮/୦୭: (ସୁଶୀଳ କୁମାର ପାଣିଗ୍ରାହୀ): ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା…

ଭୁସୁଡ଼ିଲା କଂକ୍ରିଟ ରାସ୍ତା! ନିମ୍ନ ମାନର କାର୍ଯ୍ୟ କୁ ନେଇ ବିକାଶ ନାଁରେ ଉଠିଲା ପ୍ରଶ୍ନ? ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ଲକ ପ୍ରଶାସନ! ତଦନ୍ତ ଏଠି ବାଟବଣା

::ଭୁସୁଡ଼ିଲା କଂକ୍ରିଟ ରାସ୍ତା! ନିମ୍ନ ମାନର କାର୍ଯ୍ୟ କୁ ନେଇ ବିକାଶ ନାଁରେ ଉଠିଲା ପ୍ରଶ୍ନ? ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ଲକ ପ୍ରଶାସନ! ତଦନ୍ତ ଏଠି ବାଟବଣା!:: ବରଗଡ:୭/୭(ପବିତ୍ର ମେହେର) ଲୋକଙ୍କ କର ଟଙ୍କାରେ ଭୁସୁଡ଼ିଲା କଂକ୍ରିଟ ରାସ୍ତା! ହଁ…