ବିଶ୍ୱନାଥପୁର ସ୍ଥିତ ନୂତନ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱନାଥପୁର ରେଞ୍ଜ ବନ ବିଭାଗ ୭୭ ତମ ଵନ ମହୋତ୍ସବ ପାଳନ କରିଛନ୍ତି
ଜଗନ୍ନାଥମୟ ପରିବେଶ ଭିତରେ ବିଶ୍ୱନାଥପୁର ସ୍ଥିତ ନୂତନ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱନାଥପୁର ରେଞ୍ଜ ବନ ବିଭାଗ ୭୭ ତମ ଵନ ମହୋତ୍ସବ ପାଳନ କରିଛନ୍ତି। ଏହି ଅବସରରେ ବନ ବିଭାଗ ତରଫରୁ ମନ୍ଦିର ପ୍ରାଙ୍ଗଣରେ ବିବିଧ ପ୍ରକାର ଚାରା ରୋପଣ…
