ସମବାୟ କ୍ଷେତ୍ରକୁ ମିଳିବ ନୂଆ ଗତି: ଆଜି ଅମିତ ଶାହ କରିବେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ
ନୁଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଏହି ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ପରିକଳ୍ପନା ଅନୁରୂପ…
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କୁ ନେଇ ବଢ଼ିଲା ଚର୍ଚ୍ଚା । ନିଜର ୧୩ବର୍ଷର କାର୍ଯ କାଳ ପରେ…
ମୁମ୍ବାଇ ସ୍ଥିତି ବେହାଲ: ୧୩ ମୃତ
ମହାରାଷ୍ଟ୍ର: ଲଗାଣ ମୌସୁମୀ ବର୍ଷାରେ ମୁମ୍ବାଇ ସ୍ଥିତି ବେହାଲ । ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ, ଲୋକାଲ ଟ୍ରେନ ବାଧାପ୍ରାପ୍ତ ହୋଇଛି । ପୁନେ- ମୁମ୍ବାଇ ହାଇୱେ ଓ ଏକ୍ସପ୍ରେସୱେରେ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ, କୋଠା ଭୁଶୁଡିବା, ଗଛ ଉପୁଡିବାରୁ…
ତାଳଚେର ମେଡ଼ିକାଲ କଲେଜ ନିକଟରେ ଫାଣ୍ଡିପାଇଁ ଦାବି
ତାଳଚେର ମେଡ଼ିକାଲ କଲେଜ ନିକଟରେ ଫାଣ୍ଡିପାଇଁ ଦାବି ତାଳଚେର, ୦୬/୦୭- ୨୦୨୩ ମସିହା ସେଟ୍ରାଂଲ ହସପିଟାଲ ତାଳଚେର ମେଡ଼ିକାଲ କଲେଜକୁ ହସ୍ତାନ୍ତର ହେବା ଦିନଠାରୁ ମେଡ଼ିକାଲ କିଛି କର୍ମଚାରୀ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ଓ ବିଭିନ୍ନ ପ୍ରକାର ନିଶାସେବନ…
ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତିନି ଦିନିଆ ଗସ୍ତ ପାଇଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଛନ୍ତି। ଅବତରଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଇଣ୍ଡୋନେସିଆର ବାୟୁସେନାର ଯୁଦ୍ଧ ବିମାନ…
ଲଗାଣ ବର୍ଷାରେ କେନାଲ ରାସ୍ତା ଭୁଷିଡ଼ିଲା : ପ୍ରଶାସନିକ ଅଧିକାରୀ ନିଦ୍ରାରେ
ଲଗାଣ ବର୍ଷାରେ କେନାଲ ରାସ୍ତା ଭୁଷିଡ଼ିଲା : ପ୍ରଶାସନିକ ଅଧିକାରୀ ନିଦ୍ରାରେତାଳଚେର, ୦୬/୦୭ ତାଳଚେର ପୌରପରିଷଦ ୱାର୍ଡ଼ ନଂ ୧୧ ଚାଳିଆକୂଟ୍ଟା ପାଶ୍ୱର୍ରେ ଦେଇ ଯାଇଥିବା ରେଙ୍ଗାଳୀ ଦକ୍ଷିଣ କେନାଲ ଭୂଷୁଡ଼ି ଏକ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇଥିବା ଦେଖାଯାଇଛି ।…
ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ
ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଦେଶରେଏକ ଟ୍ରାନସ୍ଫର୍ମେସନର ଯୁଗ ଆସିଛି- ମୁଖ୍ୟମନ୍ତ୍ରୀ ଉତ୍ତର ଓଡିଶା ପାଇଁ ଏକ ନୂଆ ଟ୍ରେନ ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ଘୋଷଣା କଲେ ରେଳମନ୍ତ୍ରୀ…
ଡ଼ଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର, ୬/୭ : ଡ଼ଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଅମୂଲ୍ୟ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ । ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଉତ୍ଥାନ ପାଇଁ…
କୁଟୁରାଚୁଆଁ ଜୁନିୟର କଲେଜ ରେ ୭୭ତମ ବନମହୋତ୍ସବ
କୁଚିଣ୍ଡା ୬/୭ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ବନମହୋତ୍ସବ ସପ୍ତାହ ଅବସର ରେ ସୋମବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ବୃକ୍ଷରୋପଣ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା…
