Month: July 2026

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ,ତା.୦୬.୦୭:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ଜନଶୁଣାଣି…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଅନୁଗୋଳ,ତା.୦୬.୦୭: ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ଓ ୩ଟି ଗ୍ରାମ୍ୟଭିଭିକ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ଅନୁଗୋଳ,ତା.୦୬.୦୭:- ଜିଲ୍ଲାର ଜନସାଧାରଣଙ୍କୁ ସ୍ବଚ୍ଛ, ଶୃଙ୍ଖଳିତ ଏବଂ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଗତ ଶନିବାର ଦିନ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ…

ସେଣ୍ଟ୍ରାଲ ମେଡିକାଲର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର

ସେଣ୍ଟ୍ରାଲ ମେଡିକାଲର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ତାଳଚେର – date -୦୬/୦୭/୨୬ ଆଜି ତାଳଚେର ସେଣ୍ଟ୍ରାଲ ମେଡିକାଲ ର ସମସ୍ତ ଶ୍ରମିକ ମାନଙ୍କର ନ୍ୟାୟ ଅଧିକାର ପାଇଁ ତଥା ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ…

ଗ୍ରାମ ମଝିରେ ମଦ ଦୋକାନକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ

ଗ୍ରାମ ମଝିରେ ମଦ ଦୋକାନକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ବ୍ଳକ ଅନ୍ତର୍ଗତ ଭୂୟାଁ ରୋଇଡ଼ା ପଞ୍ଚାୟତରେ ଗ୍ରାମ ମଝିରେ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀଙ୍କ ବିରୋଧ। ଯାହାକୁ ନେଇ ଆଜି ଶତାଧିକ ସଂଖ୍ୟାରେ…

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର କେନ୍ଦୁଝର ଜିଲ୍ଲାରେ ପୋଲିସ ପକ୍ଷରୁ ଏନକାଉଣ୍ଟର । କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ) କୁ…

ତୃତୀୟ ଥର ପାଇଁ ବିବାହ କଲେ ଆମିର ଖାନ

ମୁମ୍ବାଇ: ଅଭିନେତା ଆମିର ଖାନ ତାଙ୍କ ନୂତନ ଜୀବନ ଆରମ୍ଭ କରିଛନ୍ତି। ସେ ତାଙ୍କ ପ୍ରେମିକା ଗୌରୀଙ୍କୁ ଆଜି ବିବାହ କରିଛନ୍ତି। ଏହି ଦମ୍ପତିଙ୍କ ବିବାହ ପଞ୍ଜୀକୃତ ହୋଇଥିଲା। ଆମିର ଏବଂ ଗୌରୀଙ୍କ ବିବାହ ଆମିରଙ୍କ ଘରେ ହୋଇଥିଲା। ପରିବାର ଏବଂ…

‘୧୨ ବର୍ଷରେ ୯୦ତମ ପେପର ଲିକ୍ ଘଟଣା’: ‘ଛାତ୍ରାଓଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ

ନୂଆଦିଲ୍ଲୀ : NEET ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ଅଭିଯାନକୁ ତୀବ୍ର କରିଛି। ଜୁନ୍ ୨୫ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ୨୮ଟି ରାଜ୍ୟ ଏବଂ ୨୮ଟି ସହରରେ ଚାଲିଥିବା…

ସ୍ଥଳଭାଗ ଅତିକ୍ରମ କଲା ଅବପାତ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଏହା ବାଲେଶ୍ୱର ନିକଟରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ବର୍ତ୍ତମାନ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା…

ଭାଇରାଲ ଜ୍ଵର ସାଜିଛି ମୁଣ୍ଡବିନ୍ଧାର କାରଣ

ଭାଇରାଲ ଜ୍ଵର ସାଜିଛି ମୁଣ୍ଡବିନ୍ଧାର କାରଣ ଢ଼େଙ୍କାନାଳ ଜିଲ୍ଲାରେ ରୁତୁର ପରିବର୍ତ୍ତନ ହେଉଥିବାବେଳେ ଏବେ ଲୋକଙ୍କ ସ୍ଵାସ୍ଥ୍ୟ ମଧ୍ୟ ପରିବର୍ତ୍ତନ କରି ପକାଉଛି ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବଥଣ୍ଡା କାଶଜ୍ଵର ଏହି ଋତୁର ପରିବର୍ତ୍ତନରେଖାପଖାଉନି ସ୍ୱାସ୍ଥ୍ୟବସ୍ଥା ଜ୍ଵର ଲୋକଙ୍କୁ ଅଣାୟତ…