ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ ବାଲିଗୁଡା, ତା, ୨୦/୧୦: (ସୁଶୀଳ କୁମାର ପାଣିଗ୍ରାହୀ): ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍ରେ ବୋଝେଇ ହୋଇଥିବା ବହୁ…
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ ବାଲିଗୁଡା, ତା, ୨୦/୧୦: (ସୁଶୀଳ କୁମାର ପାଣିଗ୍ରାହୀ): ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍ରେ ବୋଝେଇ ହୋଇଥିବା ବହୁ…
### ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, କିମ୍ସ ହସ୍ପିଟାଲରେ ଭର୍ତ୍ତି ଭୁବନେଶ୍ୱର / ଅନୁଗୋଳ, ୨୦ ଅକ୍ଟୋବର ଅନୁଗୋଳର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ…
ଧୁମ୍ଧାମରେ ପାଳିତ ହେଲା ଶାରଦୀୟ ଦୁର୍ଗାପୂଜା, ପାରମ୍ପରିକ ରୀତିନୀତିରେ ମା’ଙ୍କ ଆରାଧନା ପୂଜାର୍ଚନା ଭଟଲି :- (ଅଭିମନ୍ୟୁ ପଧାନ ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଝାରପାଲି ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସେହିପରି ବ୍ଲକର…
ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଦଶହରା । ଏଥିପାଇଁ ଗାଁରୁ ସହର ଉତ୍ସବ ମୁଖର । ତେବେ ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ…
କୋଟିଆକୁ ନେଇ ରାଜନୀତି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ମାଗିଲେ ସ୍ପଷ୍ଟ ଜବାବ କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣାକୁ ନେଇ ଉଦ୍ବେଗ; ଓଡ଼ିଶାର ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସୁରକ୍ଷା ପାଇଁ ଦାବି ଭୁବନେଶ୍ୱର: ସୀମାନ୍ତ ଅଞ୍ଚଳ କୋଟିଆକୁ ନେଇ ଓଡ଼ିଶା…
ଦଶହରାରେ ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା, ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦ ଅକ୍ଟୋବର: ପବିତ୍ର ବିଜୟାଦଶମୀ ତଥା ଦଶହରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଓଡ଼ିଶାବାସୀଙ୍କୁ ଦଶହରାର ଅଭିନନ୍ଦନ ଜଣାଇବା ସହ…
ପବିତ୍ର ବିଜୟାଦଶମୀ: ଅଧର୍ମ ଉପରେ ଧର୍ମର ବିଜୟ, ସତ୍ୟ ଓ ନ୍ୟାୟର ପ୍ରତୀକ ଦଶହରା ଭକ୍ତି, ଶକ୍ତି ଓ ଆସ୍ଥାର ମହାପର୍ବରେ ଉତ୍ସବମୁଖର ଦେଶ — ମା’ ଦୁର୍ଗାଙ୍କ ଆଶୀର୍ବାଦ କାମନା କଲେ ଶ୍ରଦ୍ଧାଳୁ ଭୁବନେଶ୍ୱର, ୨୦ ଅକ୍ଟୋବର: ଆଜି ପବିତ୍ର…
ବିସିସିଆଇର ନୂଆ ଚୟନ କମିଟି ମୁଖ୍ୟ ପ୍ରଜ୍ଞାନ ଓଝା, ଦାୟିତ୍ୱରେ ରମେଶ ପୱାର ମଧ୍ୟ ସାମିଲ ନୂଆଦିଲ୍ଲୀ, ୨୦ ଅକ୍ଟୋବର: ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟାରେ ଆସିଛି ନୂଆ ମୋଡ଼। ପୂର୍ବତନ ଭାରତୀୟ ସ୍ପିନ୍ ବୋଲର ପ୍ରଜ୍ଞାନ ଓଝାଙ୍କୁ…
### ପୁଟିନ୍-ଜେଲେନସ୍କିଙ୍କ ସାକ୍ଷାତକୁ ନେଇ ବଢ଼ିଲା କୂଟନୈତିକ ଚର୍ଚ୍ଚା, ଯୁଦ୍ଧ ଶେଷ ପାଇଁ ଆମେରିକାର ବଡ଼ ଯୋଜନା! ୱାଶିଂଟନ୍ର ତ୍ରିପାକ୍ଷିକ ଆଲୋଚନା ପ୍ରସ୍ତାବକୁ ନେଇ ଚର୍ଚ୍ଚା; ଏପର୍ଯ୍ୟନ୍ତ ହୋଇନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ନୂଆଦିଲ୍ଲୀ, ଅକ୍ଟୋବର ୨୦: ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟାଇବା…
### ନାଇଜେରିଆରେ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୧୫ ମୃତ! ବୋର୍ନୋ ରାଜ୍ୟରେ ପାଟ୍ରୋଲିଂ ବେଳେ ଅଘଟଣ, ବୋକୋ ହାରାମ୍ ଉପରେ ସନ୍ଦେହ ନୂଆଦିଲ୍ଲୀ, ୨୦ ଅକ୍ଟୋବର: ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ରକ୍ତରଞ୍ଜିତ ହୋଇଛି ନାଇଜେରିଆର ବୋର୍ନୋ…