Spread the love

51 ତମ ଫୁଟବଳ ପ୍ରତିଯୋଗିତା ର ଉଦଯାପନୀ ସମାରୋହ,. କଳାହାଣ୍ଡି.. ଜୁନାଗଡ଼ 22/10/(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ ନୀୟୁଜ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଛୋରିଆଗଡ଼ ଗ୍ରାମରେ ଆଜି 51ତମ ଫୁଟ ବଳ ପ୍ରତିଯୋଗିତା ର ଅନ୍ତିମ ଦିନ, ଏହି ଛୋରିଗଡ଼ ଅତି ପୁରାତନ ଗଡ଼, କିମ୍ୱାଦନ୍ତୀ କହୁଛି ଏହି ଛୋରିଗଡ଼ ବ୍ରିଟିଶ ସମୟରେ ଜୁନାଗଡ଼ ଠାରୁ ମଧ୍ୟ ଅତିପୁରାତନ ଗଡ଼, ଜେନେକି ରାଜା ମହାରାଜ ଏହି ଛୋରିଗଡ଼ ରେ ରହି ଶାସନ କରୁଥିଲେ, ପରେ ଜୁନାଗଡ଼, ସେଥିପାଇଁ ଏହିଛୋରିଗଡ଼ କୁ ମନ୍ଦାରମାଳିନୀ ଗଡ଼ କହେସନ, ଚୋରିଆଗଡ଼ ର ରାମସାଗର ସାରା ଓଡ଼ିଶାରେ ନାମ ଅଛି, ତେଣୁ ଛୋରିଗଡ଼ କୁ ଅତି ପୁରାତନଗଡ଼ ହିସାବରେ ନିଆଯାଇଛି, ଏହି ଗଡ଼ ରେ ବହୁତ ଦିନରୁ ଚାଲିଆସିଛେ ଫୁଟବଲ ଖେଳ, ଏହିଖେଲ ଆଜି 51ବର୍ଷ ଅତିକ୍ରମ କରିଛି, ଏହିଖେଲ ରେ 8ଟି ଦଳ ଭାଗନେଇଥିବାବେଳେ, ଆଜି ଜୁନାଗଡ଼ ବ୍ଲକ ର ଭଇଁରିଗୁଡା ଓ ଧର୍ମଗଡ଼ ବ୍ଲକ ର ଝାରକୁଣ୍ଡମାଳ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା, ଏହିଖେଲ ରେ ସମାନ ମୁକାବିଲା ପରେ ପେନାଲଟିକ ରେ ଝାରକୁଣ୍ଡାମାଳ ଏକ ଗୋଲ ଦେଇ ବିଜୟୀ ହୋଇଥିଲା, ଏହିଖେଲ ର ମୁଖ୍ୟ ଅତିଥି ପୂର୍ବ ତନ ସରକାର ର ମନ୍ତ୍ରୀ, ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସନମାନୀୟ ଅତିଥି ଜିଲ୍ଲା ସମବାୟ ସମିତି ଅଧ୍ୟକ୍ଷ ଶ୍ରୀ ଗିରିଶ ବେହେରା,କର୍ତ୍ତବ୍ୟ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ଅଶୋକ ପଟ୍ଟନାୟକ, ଆଜିର ସଭାପତି ଶ୍ରୀ ଦିଲ୍ଲୀପ ଠାକୁର, ଓ ପୂର୍ବତନ ସରପଞ୍ଚ ଶ୍ରୀ ଧବଳେଶ୍ୱର ମାଝୀ, ମାଂ ଲଙ୍କେଶ୍ୱରୀ ଏଥେଲେଟିକ ଆସୋସିଏ ନ ର ସଭାପତି ଶ୍ରୀସଦନ ମୋଟଲ ଓ ସରପଞ୍ଚ ପ୍ରତିନିଧି, ତଥା ଶିକ୍ଷାବିତ ଓ ମାଳଙ୍କେଶ୍ୱରୀ ଏଥେଲେଟିକ ଆସୋସିଏସନ ର ଦମ୍ପାଦକ ଶ୍ରୀ ସୁଧାଂଶୁ ଗୁରୁ ମଂଚାସୀନ ରହିଥିବାବେଳେ,ଖେଲ ପରିଚାଳନା କରିଥିଲେ ନବୀନ ବଗର୍ତି, ଫୌରଆମ୍ପିୟାର ଶ୍ରୀ ନିର୍ମଳ ଦଣ୍ଡସେନା, ଲାଇନମେନ ରିଙ୍କୁ, ସୁଶାନ୍ତ ମେଚ ପରିଚାଳନା ସୁନ୍ଦରଭାବରେ କରିଥିବାରୁ ଲୋକେ ବହୁତ ଖୁସି ହୋଇଯାଇଥିଲେ, ଏହି ମେଚ ମାଳାଙ୍କେଶ୍ୱର ଆସୋସିଏ ଶନ କର୍ମକର୍ତା ଶ୍ରୀ ବୀରେନ୍ଦ୍ର ବେହେରୁକ,ବୃଷବ ଧ ଙ୍ଗଡା ମାଝି, ପ୍ରିୟ ଠାକୁର, ମାନସ ମହାଳିକ, ବଳଭଦ୍ର ମାଝୀ, ପରମେଶ୍ୱର ମୋଟଲ, ଚନ୍ଦ୍ର ନାଏକ, ଶ୍ରୀଧର ଠାକୁର, ବୁଲୁବେହେରୁକ, ଆଜକୁ 7ଦିନ ହେବ ସୁନ୍ଦର ଭାବରେ ମ୍ୟାଚ ପରିଚାଳନା କରିଥିଲେ, ମୁଖ୍ୟ ଅତିଥି ବିଜେତା ଦଳ ଝାରକୁଣ୍ଡାମାଲ କୁ ପୁରସ୍କୃତ କରିଥିଲେ, ସମବାୟ ଜିଲ୍କା ସଭାପତି ରନର୍ସ ଦଳ ଭାଇରୀଗୁଡା କୁ ପୁରସ୍କୃତ କରିଥିଲେ ଏବଂ ସୁନ୍ଦର ଭାବରେ ଖେଳ ଚିତାକର୍ଷକ ହୋଇଥିବାରୁ ଦର୍ଶକ ବହୁତ ଖୁସିରେ ଖେଳ ଉପଭୋଗ କରିଥିଲେ….!

Leave a Reply

Your email address will not be published. Required fields are marked *

You missed