Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ବୁର୍ଲା ଭିମସାର ତ୍ରୁଟିପୁର୍ଣ୍ଣ ଲିଫ୍ଟ : ଚାଲୁଛି କମ୍ ଅଟକୁଛି ବେଶୀ ଅଚଳ ମଧ୍ୟରେ ଟ୍ରୋମାକେୟାର ୟୁନିଟ, ମହିଳା ମେଡ଼ିସିନ, ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଏବଂ ବର୍ଣ୍ଣ ବିଭାଗର ଲିଫ୍ଟ - Jagrat Bharat News

ବୁର୍ଲା ଭିମସାର ତ୍ରୁଟିପୁର୍ଣ୍ଣ ଲିଫ୍ଟ : ଚାଲୁଛି କମ୍ ଅଟକୁଛି ବେଶୀ ଅଚଳ ମଧ୍ୟରେ ଟ୍ରୋମାକେୟାର ୟୁନିଟ, ମହିଳା ମେଡ଼ିସିନ, ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଏବଂ ବର୍ଣ୍ଣ ବିଭାଗର ଲିଫ୍ଟ

ବୁର୍ଲା ଭିମସାର ତ୍ରୁଟିପୁର୍ଣ୍ଣ ଲିଫ୍ଟ : ଚାଲୁଛି କମ୍ ଅଟକୁଛି ବେଶୀ ଅଚଳ ମଧ୍ୟରେ ଟ୍ରୋମାକେୟାର ୟୁନିଟ, ମହିଳା ମେଡ଼ିସିନ, ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଏବଂ ବର୍ଣ୍ଣ ବିଭାଗର ଲିଫ୍ଟ

 

ଜେ. ବି. ଏନ୍ (୧୭/୧୨ /୨୦୨୦)

ବୁର୍ଲା : ବୁର୍ଲା ଭିମସାରରେ ବହୁତାଲା ବିଶିଷ୍ଟ କୋଠା ରହିଛି ମାତ୍ର ଏହା ମଧ୍ୟ ଅବ୍ୟବସ୍ଥା ମଧ୍ୟରେ ଘାଣ୍ଟିଚକଟି ହେଉଛି। ଏହି କୋଠା ମାନଙ୍କର ଲିଫ୍ଟ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିମ୍ନମାନର ଲିଫ୍ଟ ଲାଗିଛି ମାତ୍ର ଅଧିକାଂଶ ସମୟ ଅଚଳ ହୋଇ ରହୁଛି। ଭିମସାରର ସ୍ଥାଣୁ ପରିଚାଳନା ବ୍ୟବସ୍ଥା ସବୁ ଦେଖି ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। ଗୁରୁତ୍ୱପୁର୍ଣ୍ଣ ବିଭାଗ ଟ୍ରୋମା କେୟାର ୟୁନିଟ ବିଭାଗ ଲିଫ୍ଟ, ମହିଳା ମେଡ଼ିସିନ ବିଭାଗୀୟ ଲିଫ୍ଟ, ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଲିଫ୍ଟ ଏବଂ ବର୍ଣ୍ଣ ୟୁନିଟର ଲିଫ୍ଟ ଅଚଳ ଅଚଳ ହୋଇ ରହୁଛି। ସେପଟେ ନଅତାଲା ବିଶିଷ୍ଟ କୋଭିଡ଼ ହସପିଟାଲ କୋଠାର ଲିଫ୍ଟଟି ଚାଲୁଛି ପୁଣି ମଝି ମଝିରେ ଅଟକୁଛି। ନିମ୍ନମାନର ଲିଫ୍ଟ ବ୍ୟବସ୍ଥା ମଧ୍ୟରେ ଭିମସାରର ରୋଗୀସେବା ତୀବ୍ରତର ଭାବରେ ପ୍ରଭାବିତ ହେଉଛି।

ସୁଚନା ଥାଉକି ବୁର୍ଲା ଭିମସାରର ପାଞ୍ଚତାଲା ବିଶିଷ୍ଟ ଅସ୍ଥିଶଲ୍ୟ ବିଭାଗ ଯେଉଁଠାରେ ଉପର ଦୁଇ ମହଲାରେ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। ମାସ ମାସ କାଳ ଏପରିକି ଛଅମାସରୁ ଊର୍ଦ୍ଧ୍ବ କାଳ ଲିଫ୍ଟ ଅଚଳ ଅଚଳ ହୋଇ ରହୁଥିବା ଦୃଷ୍ଟାନ୍ତ ରହିଛି। ରକ୍ଷଣବେକ୍ଷଣ ଅଭାବ ଏବଂ ନିମ୍ନମାନର ଲିଫ୍ଟ ବ୍ୟବସ୍ଥା ଫଳରେ ରୋଗୀସେବା ପ୍ରଭାବିତ ହୋଇ ହାତଗୋଡ ଏବଂ ଅଣ୍ଟାଭଙ୍ଗା ରୋଗୀ ମାନଙ୍କୁ ଉପରକୁ ନେବା ଆଣିବାରେ ଆତ୍ମୀୟ ସ୍ୱଜନ ନାକେଦମ ହେଉଥିଲେ। କୌଣସିମତେ ବର୍ତ୍ତମାନ ଲିଫ୍ଟଟି ଚାଲୁଛି କେତେଦିନ ଚାଲିବ ତାହା ଦେଖିବାକୁ ବାକି ରହିଲା। ୨୦୧୩ ମସିହାରୁ ନୁତନ ଶିଶୁବିଭାଗ କୋଠାର କାମ ସମ୍ପୁର୍ଣ୍ଣ ହେବାର ଥିଲା ମାତ୍ର ଏହା ହେଲା ନାହିଁ। କାମ ସମ୍ପୁର୍ଣ୍ଣ ହେଲା ମାତ୍ର ତ୍ରୁଟିପୁର୍ଣ୍ଣ କୋଠା ଅଗ୍ନିନିରାପତ୍ତା ନ ମିଳିବାରୁ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିଲା। ମାତ୍ର ଏହି ତ୍ରୁଟିପୁର୍ଣ୍ଣ କୋଠାକୁ ବିନା ଅଗ୍ନିନିରାପତ୍ତା ଅନୁମତିରେ ମଧ୍ୟ କୋଭିଡ଼ ହସପିଟାଲରେ ରୁପାନ୍ତରିତ କରାଯାଇଛି। ମାତ୍ର କୋଠା ସଦୃଶ ଫଲ୍ଟି ଲିଫ୍ଟକୁ ସମସ୍ତଙ୍କ ଡ଼ର। କେତେବେଳେ ଲିଫ୍ଟ ଅଟକି ଯାଉଛି ତ କେତେବେଳେ ଚାଲୁଛି ଲିଫ୍ଟକୁ ଭରସା କରି ପାରୁ ନାହାନ୍ତି କୋଭିଡ଼ ରୋଗୀଙ୍କ ସମ୍ପର୍କିୟ ସହିତ ଡ଼ାକ୍ତର, ସେବିକା ଏବଂ କର୍ମଚାରୀ ନଅତାଲା କୋଠାକୁ ସିଡ଼ିରେ ଯିବାଆସିବା କରୁଛନ୍ତି। ପୁଣି ସେପଟେ ସ୍ତ୍ରୀ ଓ ପ୍ରସୁତୀ ବିଭାଗରେ ଲିଫ୍ଟ ମଧ୍ୟ ଅଚଳ ମଧ୍ୟରେ ଘାରି ହେଉଥିବା ଫଳରେ ପ୍ରସୁତୀ ମାନଙ୍କୁ ସିଡ଼ିରେ ବିପଦ ଅବସ୍ଥାରେ ନେବାକୁ ପଡ଼ୁଛି। ପୁର୍ବରୁ ମଧ୍ୟ ଏହା ମାସ ମାସ ମାସ କାଳ ହେବ ଅଚଳ ମଧ୍ୟରେ ଘାରି ହେଉଥିବା ଦୃଷ୍ଟାନ୍ତ ରହିଛି। ବର୍ଣ୍ଣ ୟୁନିଟରେ ଲାଗିଥିବା ଛୋଟ ଲିଫ୍ଟଟି ଗତ ୨୦୦୯ ମସିହାରୁ ଲାଗିଥିଲେ ସୁଦ୍ଧା ତ୍ରୁଟିପୁର୍ଣ୍ଣ ଲିଫ୍ଟ ରୋଗୀସବାରେ ଏଯାବତ ଲାଗି ପାରି ନାହିଁ। ୧୧ ବର୍ଷ ବିତିଲା ମାତ୍ର ଲିଫ୍ଟ ଚାଲିଲା ନାହିଁ ହେଲା ଅର୍ଥଶ୍ରାଦ୍ଧ। ଜଳାପୋଡ଼ା ହୋଇ ଶଙ୍କଟାପର୍ଣ୍ଣ ରୋଗୀମାନଙ୍କୁ ଆତ୍ମୀୟ ସ୍ୱଜନ ମାନେ ସିଡ଼ିରେ ହିଁ ଦ୍ୱିତୀୟ ମହଲାକୁ ନେବା ଆଣିବା କରି ଚାଲିଛନ୍ତି ଯାହାକି ନିରାପଦ ନୁହେଁ। ସେହିପରି ଟ୍ରୋମା କେୟାର ୟୁନିଟ ବିଭାଗରେ ଲାଗିଥିବା ଏକମାତ୍ର ଲିଫ୍ଟ ମଧ୍ୟ ଲାଗି ମଧ୍ୟ କୌଣସି କାମରେ ନୁହେଁ ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଖୋଲା ଯାଇଥିବା କରୋନା ଆଇସୋଲେସନ ବିଭାଗକୁ ରୋଗୀ ମାନଙ୍କୁ ର‍୍ୟାମ୍ପରେ ନିଆଯାଉଛି ଲିଫ୍ଟ ଅଚଳ ହୋଇଥିବା ଫଳରେ। ଏହା ସହିତ ନୁତନ ପାଞ୍ଚତାଲା ବିଶିଷ୍ଟ ମେଡ଼ିସିନ ବିଭାଗରେ ରହିଥିବା ମହିଳା ମେଡ଼ିସିନ ବିଭାଗ ଲିଫ୍ଟଟି ମଧ୍ୟ ପ୍ରାୟତଃ ଅଚଳ ହୋି ରହୁଛି। ସିଡ଼ିରେ ବୁହାହୋଇ ଯାଉଛନ୍ତି ରୋଗୀ। ଏଭଳି ଭାବରେ ଅବ୍ୟବସ୍ଥାକୁ ସୁଧାରିବାରେ ଭିମସାରର ଭୁଷୁଡ଼ି ପଡ଼ିଥିବା ପରିଚାଳନା ବ୍ୟବସ୍ଥା ଫେଲ ମାରିବା ସହିତ ଏହାକୁ ସୁଧାରିବା ଦିଗରେ ମଧ୍ୟ କୌଣସି ଦୃଷ୍ଟି ଦିଆ ଯାଉ ନାହିଁ। ସେପଟେ ଏହି ନିମ୍ନମାନର ଲିଫ୍ଟ କିଣାଯିବାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପାରିଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ମତପ୍ରକାଶ ପାଉଛି।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech