ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ଜେ ବି ଏନ, ୧୯/୧୨/୨୦୨୦, ଜାମ୍ମୁ କାଶ୍ମୀର: ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳୁ ସକାଳୁ ମତଦାତା ମାନେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ ସାବ୍ୟସ୍ତ କରୁଥିବାର ଦେଖାଯାଉଛି। 28 DDC ନିର୍ବାଚନମଣ୍ଡଳୀରେ (ଜାମ୍ମୁ ଡିଭିଜନରେ 15 ଏବଂ କାଶ୍ମୀର ଉପତ୍ୟକାରେ 13) ମତଦାନ ଅନୁଷ୍ଠିତ ହେଉଛି l



