ଉପଜିଲ୍ଲାପାଳ ଙ୍କ ଯୋଗଦାନ : ଢେଙ୍କାନାଳ

ଢେଙ୍କାନାଳ ,( ଜେବିଏନ୍) ୧୯/୧୨/୨୦୨୦ ଢେଙ୍କାନାଳ ଜିଲ୍ଲାରେ ଆଜି ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶଶାଙ୍କ ଶେଖର ଦାସ ଯୋଗଦେଇଛନ୍ତି । ସେ ୧୯୯୭ ବ୍ୟାଚ୍ ଓଏଏସ୍ ପୂର୍ବରୁ ସେ ବୌଦ୍ଧ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଥିଲେ ।



