କୃଷକ ମାନଙ୍କ ପାଇଁ ବିଜେପି ପକ୍ଷରୁ ସମ୍ବାଦିକ ସମ୍ମିଳନୀ

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ତରଫରୁ ବରହମପୁର ଠାରେଏକ ସାମ୍ବାଦିକ ସମ୍ବିଲନ ର ଆୟୋଜନ କରାଯାଇଥିଲା l ରାଜ୍ୟ ସରକାର କିପରି କୃଷି ର ଉନ୍ନତି ଓ ବିକାଶ କହି କୃଷି ଓ କୃଷକ ଙ୍କୁ କିପରି ଅବୋହେଲା କରିବା ସହ ଚିକିଟି ନିର୍ବାଚନ ମଣ୍ଡଳୀ ର 40 ଟି ମଧ୍ଯରୁ 18 ଟି ପଞ୍ଚାୟତ ର କୃଷି ଉପଯୋଗୀ ଜମି କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାଏ l
ଏହି ଜମି ଗୁଡ଼ିକୁ ସ୍ଥାୟୀ ଜଳ ସେଚନ ର ବ୍ୟବସ୍ଥା କରିବା ସହ ଧାନ ମଣ୍ଡି ବିଷୟରେ ଆଲୋଚନା ହୋଇଥିଲା l ଏହି ସାମ୍ବାଦିକ ସଂବିଲୋନି ରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ l



