ବଳରାମପ୍ରସାଦ ସମବାୟ ସମିତି ଠାରେ ଧାନ ମଣ୍ଡି ଉଦଘାଟନ

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ସମବାୟ ସମିତି ଠାରେ ଆଜି ଧାନମଣ୍ଡି ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ମଞୁଲତା ସାହୁ,ଓ ସହକାରୀଉପନିବ

ନ୍ଧକ ପ୍ରଶାନ୍ତ କୁମାର ରାଉତ ସମସ୍ତ ଚାଷୀ ଙ୍କ ଉପସ୍ଥିତିରେ ଧାନ ମଣ୍ଡି ର ଶୁଭ ଉଦ୍ଘାଟନ କରିଥିଲେ ।କୋଭିଡି ନିୟମ ଅନୁସାରେ ସାମାଜିକ ଦୂରତା ସହ ୨୫ ଜଣ ଟକନ ଧାରି ଚାଷୀ ମାନଙ୍କ ଠାରୁ ମୋଟ ୯୩୪ ପଣ୍ଟ୍ ୪୧ ଧାନ କିଣାଜିବାର ଲକ୍ଷ୍ୟ ରଖାଯାଇଛି । ସମବାୟ ସମିତି ପୂର୍ବ ତନ ସଭାପତି ବିନୟ କୁମାର ସିଂହ ଓ ଭାରପ୍ରାପ୍ତ ସହ ସମ୍ପାଦକ ଶ୍ରୀକାନ୍ତ ଦାସ ,ମହେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।



