ନକଲି ଘିଅ କାରଖାନା ଠାବ, ପ୍ରସ୍ତୁତକାରୀ ଗିରଫ : କଟକ

ଜେ ବି ଏନ, ୨୨/୧୨/୨୦୨୦, କଟକ: କଟକ ଠାରେ ଏକ ନକଲି ଘିଅ କାରଖାନା ଠାବ କରାଯାଇଛି l ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ପୋଲିସ ପକ୍ଷରୁ କୁହାଯାଇଛି ଯେ ଅପମିଶ୍ରିତ ଖାଦ୍ୟ

ପ୍ରସ୍ତୁତକାରିଙ୍କ ଉପରେ ଆଜି କ୍ରମାଗତ ୧୯ତମ ଚଢ଼ାଉରେ ଏସିପି ଜୋନ୍-୬ଙ୍କ ତତ୍ୱାବଧାନରେ ବାଦାମବାଡିପୋଲିସ୍ ସିଏମସି ସହାୟତାରେ ଏକ ନକଲିଘିଅ ପ୍ରସ୍ତୁତକାରୀ କମ୍ପାନୀ ଠାବକରାଯାଇ ଆନୁମାନିକ ୧ କୋଟିରୁ ଉର୍ଦ୍ଧମୂଲ୍ୟର ଅପମିଶ୍ରିତ ନକଲିଘିଅ ଜବତ କରାଯିବାସହିତ ଏହାର ପ୍ରସ୍ତୁତକାରୀ ବିଭୁତିଭୁଷଣ ଲେଙ୍କାକୁ ଗିରଫ କରାଯାଇଛି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-28-scaled.jpg)


