ଗୋଟିଏ ଦିନ-ସାଗରରେ କାର୍ଯ୍ୟକ୍ରମରେ ଯୋଗଦେଲେ ୯୦ ବିଧାୟକ ଓ ସାଂସଦ

ଜେ ବି ଏନ, ୨୨/୧୨/୨୦୨୦, ଭୁବନେଶ୍ବର/ପାରାଦ୍ବୀପ : ଆଜି ଗୋଟିଏ ଦିନ-ସାଗରରେ କାର୍ଯ୍ୟକ୍ରମରେ ଯୋଗଦେଲେ ୯୦ ବିଧାୟକ ଓ ସାଂସଦ। ୧୯୭୧ ଇଣ୍ଡୋ -ପାକ୍ ଯୁଦ୍ଧ ବିଜୟର ଗୌରବମୟ ୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ପୂର୍ବାଞ୍ଚଳ ନୌସେନା ଅଧିକାରୀଙ୍କ ପକ୍ଷରୁ ଆଜି ପାରଦୀପ ଠାରେ ଓଡିଶାର ବିଧାୟକମାନଙ୍କ ପାଇଁ “ଗୋଟିଏ ଦିନ-ସାଗରରେ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୯୦ ବିଧାୟକ ଏବଂ ଜଣେ ସାଂସଦ ଯୋଗ ଦେଇଥିଲେ।




