Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ - Jagrat Bharat News

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ମହାମାରୀ ବେଳେ ଏଏମୟୁର ଅବଦାନକୁ ପ୍ରଶଂସା

 

ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ଏବଂ ସମସ୍ତେ ଏହାର ଲାଭ ପାଇବା ଉଚିତ: ପ୍ରଧାନମନ୍ତ୍ରୀ

 

ଧର୍ମ ଆଧାରରେ ଜଣେ ବି କାହାକୁ ପଛରେ ଛାଡ଼ି ଦିଆଯିବନି: ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୨୨/୧୨/୨୦୨୦, ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମର ସ୍ମାରକ ସ୍ୱରୂପ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର ସୟଦଙ୍କ ମନ୍ତବ୍ୟକୁ ସ୍ମରଣ କରି କହିଥିଲେ ‘ନିଜ ଦେଶ କଥା ଚିନ୍ତା କରୁଥିବା ଲୋକଙ୍କ ପ୍ରଥମ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ସବୁ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ; ଧର୍ମ, ଜାତି ଓ ବର୍ଣ୍ଣ ନିର୍ବିଶେଷରେ’ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆଜି ଏଭଳି ଏକ ମାର୍ଗରେ ଅଗ୍ରସର ହେଉଛି, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଦିଆଯାଉଛି ଏବଂ ଧର୍ମ ଆଧାରରେ କାହାକୁ ବି ପଛକୁ ଛାଡ଼ି ଦିଆଯାଉ ନାହିଁ । ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ଏହା ହିଁ ମୂଳ ସଂକଳ୍ପ । ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ଉଦାହରଣ ଦେଇଥିଲେ, ଯେଉଁଥିରେ କୌଣସି ବାଛବିଚାର କରା ନ ଯାଇ ସୁବିଧା ଯୋଗାଇ ଦିଆଯାଉଛି । 2 କୋଟିରୁ ଅଧିକ ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି, ତାହା ବି କୌଣସି ଭେଦଭାବ ବିନା । ବିନା ଭେଦଭାବରେ 8 କୋଟିରୁ ଅଧିକ ମହିଳା ଗ୍ୟାସ ସଂଯୋଗ ହାସଲ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ପାଖାପାଖି 50 କୋଟି ଲୋକଙ୍କୁ ମାଗଣାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ନାଗରିକଙ୍କର ଏବଂ ଏହାର ଲାଭ ସମସ୍ତେ ପାଇବା ଆବଶ୍ୟକ । ଏହାକୁ ବୁଝି ହିଁ ଆମ ସରକାର କାର୍ଯ୍ୟ କରୁଛି ।’

 

ନବ ଭାରତର ଲକ୍ଷ୍ୟ ହେଉଛି କୌଣସି ରାଜନୈତିକ ଲକ୍ଷ୍ୟ ନ ରଖି ରାଷ୍ଟ୍ର ଓ ସମାଜର ବିକାଶ ପାଇଁ କାମ କରିବା । ତେଣୁ ମିଥ୍ୟା ପ୍ରଚାର ବିରୋଧରେ ସଜାଗ ରହି ସମସ୍ତେ ରାଷ୍ଟ୍ର ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ । ରାଜନୀତି ଅପେକ୍ଷା କରିପାରିବ, କିନ୍ତୁ ସମାଜ ନୁହେଁ, ସେହିଭଳି ଯେ କୌଣସି ବର୍ଗର ଗରିବ ଲୋକ ହୁଅନ୍ତୁ ନା କାହିଁକି, ସେମାନେ ଅପେକ୍ଷା କରିପାରିବେ ନାହିଁ । ଆମେ ସମୟ ନଷ୍ଟ କରିପାରିବା ନାହିଁ ଏବଂ ଆତ୍ମନିର୍ଭର ଭାରତ ସୃଷ୍ଟି କରିବା ପାଇଁ ମିଳିମିଶି କାମ କରିବା ଆବଶ୍ୟକ । ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ସକାଶେ, ସବୁ ପ୍ରକାର ମତଭେଦକୁ ପଛରେ ଛାଡ଼ିଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

 

କରୋନା ମହାମାରୀ ସମୟରେ ସମାଜକୁ ଅଭୂତପୂର୍ବ ଅବଦାନ ପାଇଁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ବେଳେ ହଜାର ହଜାର ଲୋକଙ୍କର ମାଗଣାରେ ନମୁନା ପରୀକ୍ଷା ହୋଇଛି, ସଙ୍ଗରୋଧ ୱାର୍ଡ ନିର୍ମାଣ କରାଯାଇଛି, ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି ଏବଂ ପିଏମ କେୟାର ଫଣ୍ଡକୁ ମୋଟା ଅଙ୍କର ଟଙ୍କା ଆସିଛି । ଏଥିରୁ ଜଣାପଡୁଛି ଯେ ସମାଜ ପ୍ରତି ଆପଣମାନଙ୍କର ଯଥେଷ୍ଟ ଦାୟିତ୍ୱବୋଧ ରହିଛି । ଏଭଳି ସଂଗଠିତ ପ୍ରଚେଷ୍ଟା ଯୋଗୁ କରୋନା ଭଳି ବିଶ୍ୱ ମହାମାରୀର ସଫଳତା ପୂର୍ବକ ମୁକାବିଲା କରାଯାଇ ପାରିଛି ଏବଂ ଦେଶ ସୁରକ୍ଷିତ ରହିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 100 ବର୍ଷ ହେଲା ବିଶ୍ୱର ଅନେକ ରାଷ୍ଟ୍ର ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବାରେ ଏଏମୟୁ କାର୍ଯ୍ୟ କରିଛି । ଏଠାରେ ଉର୍ଦ୍ଦୁ, ଆରବିକ ଓ ପାର୍ସି ଭାଷା ଉପରେ ବ୍ୟାପକ ଗବେଷଣା, ଇସଲାମ ସାହିତ୍ୟ ଉପରେ ଗବେଷଣା, ସମଗ୍ର ଇସଲାମିକ ବିଶ୍ୱ ସହ ଭାରତର ସାଂସ୍କୃତିକ ସମ୍ପର୍କକୁ ନୂଆ ଶକ୍ତି ପ୍ରଦାନ କରିଛି । ବିଶ୍ୱବିଦ୍ୟାଳୟର ନରମ ଶକ୍ତିକୁ ଆହୁରି ସମୃଦ୍ଧ କରିବା ଏବଂ ରାଷ୍ଟ୍ର ଗଠନ ଦାୟିତ୍ୱ ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର ଦୁଇଗୁଣା ଦାୟିତ୍ୱ ରହିଛି ।

 

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପାଇଖାନା ବିନା 70%ରୁ ଅଧିକ ମୁସଲିମ ବାଳିକା କିଭଳି ପାଠପଢ଼ା ଛାଡ଼ିଥିଲେ, ତାହା ସ୍ମରଣ କରିଛନ୍ତି । ସେ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ସରକାର ସ୍କୁଲ ଯାଉଥିବା ଛାତ୍ରୀଙ୍କ ପାଇଁ ମିଶନ ମୋଡରେ ପୃଥକ ପାଇଖାନା ନିର୍ମାଣ କରିଥିଲା । ଏହାଦ୍ୱାରା ବର୍ତ୍ତମାନ ମୁସଲିମ ଝିଅଙ୍କ ପାଠପଢ଼ା ଛାଡ଼ିବା ହାର ପାଖାପାଖି 30%କୁ ହ୍ରାସ ପାଇଛି । ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍କୁଲ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଉଥିବା ‘ବ୍ରିଜ କୋର୍ସ’ଗୁଡ଼ିକର ସେ ପ୍ରଶଂସା କରିଛନ୍ତି । ମୁସଲିମ ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ଗତ 6 ବର୍ଷରେ ପାଖାପାଖି 1 କୋଟି ମୁସଲିମ ଝିଅଙ୍କୁ ସରକାରଙ୍କ ଦ୍ୱାରା ମେଧାବୃତ୍ତି ପ୍ରଦାନ କରାଯାଇଛି । ଲିଙ୍ଗ ଦୃଷ୍ଟିକୋଣରୁ କୌଣସି ପ୍ରକାର ଭେଦଭାବ କରାଯିବା ଉଚିତ ନୁହେଁ ବୋଲି କହିବା ସହ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଦେଶ ବିକାଶର ଫାଇଦା ସମସ୍ତଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ତିନ ତଲାକ ପ୍ରଥାକୁ ଶେଷ କରି ଏକ ଆଧୁନିକ ମୁସଲିମ ସମାଜ ନିର୍ମାଣ କରିବା ଦିଗରେ ରାଷ୍ଟ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସେ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଯେ ଯଦି ଜଣେ ମହିଳା ଶିକ୍ଷିତ ହୁଅନ୍ତି, ତେବେ ପୂରା ପରିବାର ଶିକ୍ଷିତ ହୋଇଥାଏ । ଶିକ୍ଷା ନିଜ ସହିତ ନିଯୁକ୍ତି ଓ ଔଦ୍ୟୋଗିକତା ଧରି ମଧ୍ୟ ଆସିଥାଏ । ନିଯୁକ୍ତି ଏବଂ ଔଦ୍ୟୋଗିକତା ସେମାନଙ୍କ ସହ ଅର୍ଥନୈତିକ ସ୍ୱାଧୀନତା ଆଣି ଆସିଥାଏ । ଅର୍ଥନୈତିକ ସ୍ୱାଧୀନତା ଦ୍ୱାରା ସଶକ୍ତୀକରଣ ପାଇଁ ବାଟ ଫିଟିଥାଏ । ଜଣେ ସଶକ୍ତ ମହିଳା ସବୁ ସ୍ତରରେ ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣରେ ଅନ୍ୟମାନଙ୍କ ଭଳି ସମାନ ଭାବେ ଯୋଗଦାନ ରଖିଥାନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଏମୟୁ ଉଚ୍ଚଶିକ୍ଷାରେ ନିଜ ସମକାଳୀନ ପାଠ୍ୟକ୍ରମ ଦ୍ୱାରା ଅନେକଙ୍କୁ ଆକର୍ଷିତ କରିଛି । ସେ କହିଛନ୍ତି, ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବହୁବିଷୟକ ବିଷୟ ସ୍ଥାନ ପାଇଛି, ଯାହା ବିଶ୍ୱବିଦ୍ୟାଳୟରେ ପୂର୍ବରୁ ପଢ଼ାଯାଇଛି । ସେ କହିଛନ୍ତି, ରାଷ୍ଟ୍ର ସର୍ବାଗ୍ରେ ନୀତିରେ ଆମ ଦେଶର ଯୁବପିଢ଼ି ଦେଶ ବିକାଶ ପାଇଁ ପ୍ରତିବଦ୍ଧ । ଭାରତର ଯୁବପିଢ଼ିଙ୍କ ଏଭଳି ଆକାଂକ୍ଷାକୁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପ୍ରାଥମିକତା ଦିଆଯାଇଛି । ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅନେକ ପ୍ରବେଶ ଓ ପ୍ରସ୍ଥାନ ବିନ୍ଦୁ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ସମ୍ପର୍କରେ ନିର୍ଣ୍ଣୟ ନେବାରେ ସହ ହୋଇପାରିବ । ପୂରା ପାଠ୍ୟକ୍ରମର ଫି’ ବାବଦରେ ଚିନ୍ତା ନ କରି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଷ୍ପତ୍ତି ସ୍ୱାଧୀନ ଭାବେ ନେଇପାରିବେ ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଉଚ୍ଚଶିକ୍ଷାରେ ନାମଲେଖା ସଂଖ୍ୟା ବୃଦ୍ଧି ଏବଂ ସିଟ ବଢ଼ାଇବା ପାଇଁ ଲଗାତାର ଭାବେ କାମ କରୁଛି । ଶିକ୍ଷା ଅନଲାଇନ ହେଉ ବା ଅଫଲାଇନ, ଏହା ଯେମିତି ପ୍ରତ୍ୟେକଙ୍କ ନିକଟରେ ଉପଯୁକ୍ତ ଭାବେ ପହଞ୍ଚି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣେ, ତାହା ଉପରେ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏହି ଶତବାର୍ଷିକୀ ସମାରୋହ ଅବସରରେ ଏଏମୟୁର 100 ହଷ୍ଟେଲ ଏକ ପାଠ୍ୟେତ୍ତର କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା ଭାରତ ସ୍ୱାଧୀନତାର 75ତମ ବର୍ଷ ଅବସରରେ ଭଲ ଭାବେ ଲୋକଲୋଚନକୁ ଆସି ନ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବାବଦରେ ଗବେଷଣା ହୋଇପାରିବ ।

 

 

 

 

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech