ଦଳିତି ଭୂମିହିନ ଲୋକଙ୍କୁ ଘର ପଟା ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଅଫିସିସମ୍ମୁଖରେ ବିକ୍ଷୋଭ

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲି ଅନ୍ତର୍ଗତ। ସୁକିନ୍ଦାଗଡ ଠାରେ ଆଜି ଦଳିତ ମଞ୍ଚ ଓଡ଼ିଶା ତରଫରୁ ଦଳିତି ଭୂମିହିନ ଲୋକଙ୍କୁ ଘର ପଟା ଯୋଗାଇ ଦେବା ପାଇଁ ସୁକିନ୍ଦାଗଡ ଛକଠାରୁ ବିରାଟ ପଟୁଆର ରାଲି କରି ସୁକିନ୍ଦା ତହସିଲଦାରଙ୍କ ଅଫିସିସମ୍ମୁଖରେ ବିକ୍ଷୋଭ କଲେ ଦଳିତ ମଞ୍ଚ।ଦଳିତ ମଞ୍ଚ ଲୋକ ମାନେ ସେମାନେ ଦାବି କରିଛନ୍ତିଯେ ଯଥାଶୀଘ୍ର ହରିଜନ ଆଦିବାସୀ ଲୋକମାନଙ୍କୁ ଘରଡିହ ପଟା ଦିଆଯାଉ । ଯଦି ଯଥାଶୀଘ୍ର କେନ୍ଦ୍ର ସରକାରଙ୍କ ନିୟମ ହିସାବରେ ପଟା ଦିଆନଯାଏ ଆଗାମୀ ଦିନରେ ସୁକିନ୍ଦା ତହସିଲଦାର ଅଫିସ୍ ତାଲା ପକାଇବେ କହିଛନ୍ତି ଦଳିତ ନେତା ଦୋଳ ଗୋବିନ୍ଦ ମହାନ୍ତ, ମୋନୋଜ ଜେନା ଓ ସୁଶାନ୍ତ ମଳିକ ଏଭଳି ସମସ୍ୟା ପାଈଁ ଦଳିତ ନେତା ରାଜ୍ୟ ସରକାରଙ୍କୁ ଦାଈ କରିଛନ୍ତି । କହିଛନ୍ତି କେନ୍ଦ୍ର ସରକାର ଦଳିତ ଲୋକଙ୍କ ପାଇଁ ପଟା ସୁବିଧା କରି ଥିବା ସେ ସୁବିଧା କାହା ସ୍ୱାର୍ଥରେ। ତେଣୁ ଦଳିତି ଲୋକ ଙ୍କୁ ଭୂମିହୀନ ଲୋକ ମାନଙ୍କୁ ପଟା ଯୋଗାଇ ଦେବା ପାଇଁ ଦଳିତ ନେତାଙ୍କ ଦାବି।




