କୋଦଳା ରେ ଗାଡି କାଗଜ ପତ୍ର ସହ ହେଲମେଟ୍ ଯାଞ୍ଚ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୩.୧୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଲୁହାସଙ୍ଖ ଠାରେ ଛତ୍ରପୁର ପରିବହନ ବିଭାଗ ଓ କୋଦଳା ଥାନା ପୋଲିସ୍ ପକ୍ଷରୁ ଗାଡି କାଗଜପତ୍ର ସହ ହେଲମେଟ୍ ଯାଞ୍ଚ ହୋଇଛି ।

ଆବଶ୍ୟକ କାଗଜପତ୍ର ଓ ହେଲମେଟ୍ ନଥିବା ହେତୁ ୧୮ ଜଣ ଙ୍କ ଲାଇସେନ୍ସ ରଦ୍ଦ ହୋଇଥିବା ନେଇ ଆସିଷ୍ଟାଣ୍ଡ ଆର୍ ଟି ଓ କେ. ଭେଙ୍କଟେଶ୍ଵର ସୂଚନା ପ୍ରଦାନ କରିଛନ୍ତି । ଏହି ଯାଂଚ କାର୍ଯ୍ୟକ୍ରମ ରେ ଆସିଷ୍ଟାଣ୍ଡ ଆର୍ ଟି ଓ କେ. ଭେଙ୍କଟେଶ୍ଵର, ଥାନା ଅଧିକାରୀ, ଦେବାଶିଷ ମହାନ୍ତି, ଏସ୍ ଆଇ ବିଘ୍ନେଶ୍ୱର ସାହୁ, ହୃଷିକେଶ ମହାପାତ୍ର, କନେଷ୍ଟବଳ ପ୍ରଫୁଲ୍ଲ ବେହେରା, ବିରଞ୍ଚି ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଜୋରଦାର୍ ହେବ ବୋଲି ସୂଚନା ମିଳିଛି ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)