ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ : ଜାମ୍ମୁ କାଶ୍ମୀର

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଆତଙ୍କବାଦୀ ଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି l ସୂଚନା ମୁତାବକ କେନ୍ଦ୍ରୀୟ କାଶ୍ମୀରର ତାହିଦ୍ ଛକରେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍ ଆକ୍ରମଣ ହୋଇଥିଲା l ଏହି ଆତଙ୍କବାଦୀ ଆକ୍ରମଣ CRPF ବ୍ୟାଙ୍କର ଉପରେ ହୋଇଥିବା ଜଣାପଡିଛି l ଜମ୍ମୁ କାଶ୍ମୀରର ଗାଣ୍ଡରବାଲର ଡୁଡେରହାମା ଅଞ୍ଚଳରେ ଏହି ଆକ୍ରମଣ ଯୋଗୁଁ ତିନି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ଓ ସମସ୍ତ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)