ହାପିର ଶୁଭ ଆରମ୍ଭ

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, କଟକ ରୁ ବ୍ୟୁରୋ ରିପୋର୍ଟ୍ ଦିଲ୍ଲୀପ କୁମାର ବେହେରା ଏଡ଼ିଟର), କଟକ : ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ 5T initiative : Hassle Free Arrangements for Paddy Procurement Yojna ( HAPPY ) କଟକ’ ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦାନ ।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବଡ଼ମ୍ବା ବିଧାୟକ , ମାନ୍ୟବର ନିଆଳି ବିଧାୟକ , ମାନ୍ୟବର କଟକ ରାଜ୍ୟସଭା ସାଂସଦ , କଟକ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)