କଙ୍କଡ଼ାପାଳ ଗଜପତି କ୍ଲବ (ପୁରୁଣା ସାହି ) ତରଫ ରୁ ୨୨ତମ ଗଣେଶ ପୂଜା ପାଳିତ |
ତା :- ୧୪ /୦୯ /୨୦୨୬ ରିଖ ଦିନ କଙ୍କଡ଼ାପାଳ ଗଜପତି କ୍ଲବ (ପୁରୁଣା ସାହି )ତରଫ ରୁ ୨୨ ତମ ଗଣେଶ ପୂଜା ପାଳିତ ହୋଇଛି |
ଏହି ବର୍ଷ ଗଜପତି ବାବାଙ୍କୁ ରୁଷି ବେଶ ରେ ପୂଜା କରା ଯାଇଛି ଯାହା କି ଲୋକ ମାନଙ୍କୁ ଆକର୍ଷଣ କରୁଛି |
ଚଳିତ ବର୍ଷ ୧୬ ଦିନ ପର୍ଯ୍ୟନ୍ତ ଗଜପତି ବାବାଙ୍କୁ ପୂଜା ଅର୍ଚନା କରା ଯାଉଛି |
ଏହି ମୂର୍ତ୍ତି କୁ ଢେଙ୍କାନାଳ କୁମ୍ଭାର ସାହି ର କାରିଗର ପବିତ୍ର ବାବୁ ଗଢିଛନ୍ତି |
କ୍ଲବ ତରଫ ରୁ ତା .୧୮/୦୯/୨୦୨୬ ରିଖ ଶୁକ୍ରବାର ଦିନ ପ୍ରସାଦ ସେବନ ଓ ୩୦/୦୯/୨୦୨୬ ରିଖ ବୁଧବାର ଦିନ ଭସାଣି ଶୋଭାଯାତ୍ରା କରାଯିବ |
ସଭାପତି :- ପ୍ରିୟବ୍ରତ ପଣ୍ଡା , ସମ୍ପାଦକ :- ସୂର୍ଯ୍ୟନାରାୟଣ ସାହୂ କୋଷାଧକ୍ଷ :- କିରଣ କୁମାର ଦାସ , ତାପସ ଦାସ, କର୍ତା :- ପ୍ରଦୀପ ଷେଣ୍ଢ , ପୂଜକ :- ପ୍ରମୋଦ କୁମାର ପଣ୍ଡା ଓ କ୍ଲବ ର ସମସ୍ତ ମେମ୍ବର ଙ୍କ ଦ୍ୱାରା ପୂଜାର୍ଚନା ଶାନ୍ତି ଶୃଙ୍ଖଳା ରେ କରାଗଲା |



