Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଦେଶରେ ଡିଟିଏଚ ସେବା ମାର୍ଗଦର୍ଶିକା ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ - Jagrat Bharat News

ଦେଶରେ ଡିଟିଏଚ ସେବା ମାର୍ଗଦର୍ଶିକା ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଦେଶରେ ଡିଟିଏଚ ସେବା ମାର୍ଗଦର୍ଶିକା ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଜେ ବି ଏନ, ୨୪/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (23.12.2020) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଡିଟିଏଚ ପ୍ରସାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତିର ମୌଳିକ ବୈଶିଷ୍ଟତାଗୁଡିକ ହେଲା –

 

(କ) ଡିଟିଏଚ ପାଇଁ ଲାଇସେନ୍ସ ଅବଧି ଦଶବର୍ଷ ପରିବର୍ତ୍ତେ 20 ବର୍ଷ ପାଇଁ ଜାରି ହେବ । ତେବେ ଦଶବର୍ଷ ପରେ ଲାଇସେନ୍ସ ଅବଧିର ନବୀକରଣ କରାଯାଇପାରିବ ।

 

(ଖ) ଲାଇସେନ୍ସ ବାବଦ ଦେୟ ଜିଆରର ଶତକଡା ଦଶଭାଗରୁ ଏଜିଆରର ଶତକଡା 8 ଭାଗକୁ ସଂଶୋଧନ କରାଯାଇଛି । ଜିଆର ବାବଦ ଜିଏସଟିକୁ ବାଦ ଦେଇ ଏଜିଆର ହିସାବ କରାଯିବ ।

 

(ଗ) ଲାଇସେନ୍ସ ଦେୟ ବର୍ତ୍ତମାନ ବର୍ଷକରେ ଆଦାୟ କରାଯାଉଥିବା ବେଳେ ଏଣିକି ଏହା ଚାରି ମାସରେ ଆଦାୟ କରାଯିବ ।

 

(ଘ) ଡିଟିଏଚ ଅପରେଟରମାନଙ୍କୁ ସର୍ବାଧିକ ଶତକଡା 5 ଭାଗ ପର୍ଯ୍ୟନ୍ତ ଚ୍ୟାନେଲ ମୋଟ ଚ୍ୟାନେଲର ସାମର୍ଥ୍ୟ ଅନୁସାରେ ଅନୁମତି ପ୍ରଦାନ କରାଯିବ । ଥରକରେ ଗୋଟିଏ ପିଏସ ଚ୍ୟାନେଲ ନିମନ୍ତେ ଅଣଫେରସ୍ତଯୁକ୍ତ ଦଶ ହଜାର ଟଙ୍କା ଡିଟିଏଚ ଅପରେଟରଙ୍କୁ ଦେବାକୁ ପଡିବ ।

(ଉଁ) ଡିଟିଏଚ ଅପରେଟରମାନେ ଟିଭି ଚ୍ୟାନେଲର ଟ୍ରାନ୍ସପୋର୍ଟ ଷ୍ଟ୍ରିମ ଓ ଡିଟିଏଚ ପ୍ଲାଟଫର୍ମ ସେୟାର କରିବାକୁ ଚାହୁଁ ନଥିଲେ ତାକୁ ଅନୁମତି ପ୍ରଦାନ କରାଯିବ । ଟିଭି ଚ୍ୟାନେଲ ବିତରକମାନେ ସବ୍ସକ୍ରାଇବରମାନେ ମ୍ୟାନେଜମେଣ୍ଟ ସିଷ୍ଟମ (ଏସଏମଏସ) ଓ ସିଏଏସ ପାଇଁ କମନ ହାର୍ଡୱେର ସେୟାର କରିବାକୁ ଚାହୁଁଥିଲେ ତାକୁ ଅନୁମତି ମିଳିବ ।

 

(ଚ) ଶତକଡା 49 ଭାଗ ବିଦେଶୀ ପୁଞ୍ଜି ନିବେଶ ପାଇଁ ଡିଟିଏଚ ମାର୍ଗଦର୍ଶିକା ସରକାରଙ୍କ ଡିପିଆଇଆଇଟି ନୀତି ସହ ଯୋଡା ହୋଇ ଏଫଡିଆଇ ନୀତିରେ ସମୟକ୍ରମେ ସଂଶୋଧନ କରାହେବ ।

 

(ଛ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଜାରି ହେଉଥିବା ଡିଟିଏଚ ମାର୍ଗଦର୍ଶିକା ସହ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

 

ଏହି ପ୍ରସ୍ତାବ ଟେଲିକମ କ୍ଷେତ୍ରରେ ଲାଗୁ ହେଉଥିବା ଲାଇସେନ୍ସ ମୁକ୍ତ ନୀତି ସହ ଲାଗୁହେବ । ଯେଉଁ ଅର୍ଥର ପାର୍ଥକ୍ୟ ହେବ ତାହାକୁ ଡିଟିଏଚ ଅପରେଟରମାନେ ଅଧିକ ପ୍ରସାରଣ ଦିଗରେ ବ୍ୟୟ କରିବେ । ପ୍ଲାଟଫର୍ମ ସେବା ନିମନ୍ତେ ପଞ୍ଜୀକୃତ ଦେୟ ହାରାହାରି 12 ଲକ୍ଷ ହେବ । ଡିଟିଏଚ ଅପରେଟରମାନେ ଭିତ୍ତିଭୂମି ସେୟାର କରିବା ଯୋଗୁଁ ଅପରେଟରମାନେ ମାମୁଲି ଉପଗ୍ରହ ଗଠନ ଦେୟ ପଇଠ କରୁଥିବାରୁ ଉପଭୋକ୍ତାମାନଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ପ୍ରଚଳିତ ଏଫଡିଆଇ ନୀତି ଯୋଗୁଁ ଦେଶରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

 

ଡିଟିଏଚ ସାରା ଦେଶରେ କାର୍ଯ୍ୟ କରୁଛି । ଏହି କ୍ଷେତ୍ର ବେଶ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର । ଏହା ପ୍ରତ୍ୟକ୍ଷ ଭାବେ ଡିଟିଏଚ ଅପରେଟର ଓ କଲ ସେଣ୍ଟର ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଉଥିବା ବେଳେ, ତୃଣମୂଳ ସ୍ତରରେ ବେଶୀ ସଂଖ୍ୟାରେ ସ୍ଥାପନକାରୀ ମଧ୍ୟ ପରୋକ୍ଷ ନିଯୁକ୍ତି ପାଇଥାନ୍ତି । ଡିଟିଏଚ ସଂଶୋଧିତ ମାର୍ଗଦର୍ଶିକାରେ ଥିବା ଦୀର୍ଘ ମିଆଦି ଲାଇସେନ୍ସ ଅବଧି, ନବିକରଣୀୟ ସ୍ଵଚ୍ଛତା, ଏଫଡିଆଇ ସୀମା ରିହାତି ଇତ୍ୟାଦି ଡିଟିଏଚ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech