ପୋଲିସ ଓ ସୁରକ୍ଷା ବାହିନୀ ର ମିଳିତ ଏନ୍କାଉଣ୍ଟର ରେ ଜଣେ ଆତଙ୍କବାଦୀ ନିହତ

ଜେ ବି ଏନ, ୨୪/୧୨/୨୦୨୦, ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରାଜ୍ୟ ଅନ୍ତର୍ଗତ ବାରାମୁଲାର ୱାନିଗାମ ପାୟେନ କ୍ରେରି ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀ ସହିତ ମିଳିତ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ମୁତାବକ ଅପରେସନ୍ ଜାରି ରହିଛି ବୋଲି କାଶ୍ମୀର ଜୋନ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି l



